OdiaWeb- Odia Film, Music, Songs, Videos, SMS, Shayari, Tourism, News

New Odia Sms For Baula Gachara Chai Tale Tume Basithila

Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.

Odia Sms

ବଉଳ ଗଛର ଛାଇ ତଳେ ତୁମେ ବସିଥିଲ ସଖୀ ମେଳେ
ଲୁଚିଲୁଚି ମୁହିଁ ଦେଖିଲି ତାପରେ ଆତଗଲ ପୁଚି ଖେଳେ

Baula Gachara Chai Tale Tume Basithila SakhI Mele
Luchi Luchi Muhin Dekhili Ta Pare Atagala Puchi Khele

ମନ ଦର୍ପଣରେ ପ୍ରତି ମୁହୂର୍ତ୍ତର୍ ଦେଖୁଛି ତୁମରି ମୁହଁ ଯେତେ
ଦେଖୁଥିଲେ ନୂଆ ଦିଶୁଥାଇ ତୁମେ କି ନିଜର ନୁହେଁ

Mana Darpanar Prati Muhurtare Dekhuchi Tumari Muhan
Jete Dekhuthile Nua Dishuthai Tume Ki Nijara Nuhen

ସୁନାର ହରିଣୀ ଚାଲି ନ ପାରଇ ତେବେ ରାମ ହେଲେ ବାଇ
ମାୟାରେ ମାୟାରେ ବାୟା ହୋଇଗଲେ ଡର ଲାଗେ ନିଜ ଛାଇ

Sunara Harini Chali Na Parai Tbebe Rama Hele Bai
Mayare Mayare Baya Hoigale Dara Lage Nija Chai

ପାହାନ୍ତି ସପନ ସତ ହୁଏ ପରା ପୁରିବ କି ମୋର ଆଶା
ସମୟ ନଦୀରେ ଭଉଁରୀ ଖେଳୁଛି ତେବେ ବି ଅଛି ଭରସା

Pahanti Sapana Sata Hue Para Puriba Ki Mor Asha
Samay Nadire Bhaunri KheLuchi Tebe Bi Achi Bharasa

ଗଛ ପରି ଦିଶେ ବରର ଓହଳ ନୁହେଁ ଶାଖା ଯେତେ
ଭାବିଲେ ବି ଲାଗୁଛ ନିଜର ଦିଅ ନାହିଁ କିଆଁ ଦେଖା

Gacha Pari Dishe Barara Ohala Nuhen Shakha Jete
Bhabile Bi Lagucha Nijara Dia Nahin Kian Dekha

Comments

comments