Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.

ସ୍ୱର୍ଗୀୟ ପ୍ରେମରୁ ପାରିଜାତ ସୃଷ୍ଟି ଶୋଭାପାଏ ଦେବଗଗଳେ
ପ୍ରେମକ ଯେଲୋକ ଭାବେ ଖାମଖିଆଲ ମରେ ଯେ ସେହି ଅକାଳେ
Swargiya Premaru Parijata Srusti Shobhapae Debagale
Premaka Jeloka Bhabe Khamkhial Mare Je Sehi Akale
ମଦୁଆ ଭାଡୁଆ ପ୍ରେମକୁ ବୁଝନ୍ତି ଅୟସର ସାମଜରି
ମଦ ମାଂସ ସାଥେ ପ୍ରେମକୁ ତୁଳନା କରିଥାନ୍ତି
Madua Bhadua Premaku Bujhanti Ayasara Samajari
Mada Mansa Sathe Premaku Tulana Karithanti Se Bajar
ଏପରି ଶିକ୍ଷା ମୁଁ ଦେଇଅଛି ତାଙ୍କୁ ପାଦ ତାଙ୍କ ଛୋଟା କରି
ଯେତେ ଦିନ ଯାଏ ବଞ୍ଚି ରହିଥିବେ ଦେବେ ମୋତେ ପାଶୋରି
Epari Shikhya Mun Deiachi Tanku Pada Tanka Chota Kari
Jete Dina Jae Banchi Rahithibe Debe Mote Pashori
ପ୍ରେମଟାକୁ ତୁମେ ହୀନ ବୋଲି ଭାବ ପ୍ରେମ ନୁହେଁ ଡଷ୍ଟବିନ୍
ପ୍ରେମ ଯେ ସ୍ୱର୍ଗୀୟ ପ୍ରେମ ଗରିୟସ ଯିଏ ବୁଝେ ସେହି ଜ୍ଞାନୀ
Premataku Tume Hina Boli Bhaba Prema Nuhen Dustbin
Prema Je Swargiya Prema Gariyas Jie Bujhe Sehi Gyani
ଚରିତ୍ରକୁ ତୁମେ ପବିତ୍ର କରିଲେ ତୁଟିଯିବ ସବୁ କଥାକୁ
ଯେ ପର୍ଯ୍ୟନ୍ତ ତୁମ୍ଭେ ନିଜକୁ ନ ଚିହ୍ନ ସେ ଯାଏ ତୁମରି ଚିନ୍ତା
Charitraku Tume Pabitra Karile Tutijiba Sabu Kathaku
Je Parjyanta Tumbhe Nijaku Na Chinha Se Jae Tumar Chinta
Comments
comments