OdiaWeb- Odia Film, Music, Songs, Videos, SMS, Shayari, Tourism, News

Lord Krishna Odia Quotes

Lord Krishna Quotes1
Lord Krishna Quotes1

ମନୁଷ୍ୟ ନିଜ ବିଶ୍ୱାସ ଦ୍ୱାରା ନିର୍ମିତ ହୋଇଥାଏ,
ଯେପରି ସେ ବିଶ୍ୱାସ କରେ, ସେହିପରି ସେ ହୋଇଥାଏ |

Manusya Nija Biswas Duara Nirmita Hoithae,
Jepari Se Biswas Kare, Sehipari Se Hoithae.

God Krishna Quotes

ମନୁଷ୍ୟ କେତେ ବି ଗୋରା ହେଇଯାଉ ନା କାହିଁକି, କିନ୍ତୁ ତା’ର ଛାଇ ସବୁବେଳେ କଳା ହୋଇଥାଏ |
ମୁଁ ଶ୍ରେଷ୍ଠ ଅଟେ କହିବା ହେଉଛି ଆତ୍ମବିଶ୍ୱାସ, କିନ୍ତୁ କେବଳ ମୁଁ ହିଁ ଶ୍ରେଷ୍ଠ ଅଟେ ଏହା କହିବା ଅହଂକାର ଅଟେ |
ଇଛା ପୂରଣ ନହେଲେ କ୍ରୋଧ ବଢେ, ଇଛା ପୂରଣ ହୋଇଗଲେ ଲୋଭ ବଢେ,
ସେଥିପାଇଁ ଜୀବନର ସବୁ ପରିସ୍ଥିତିରେ ଧୈର୍ଯ୍ୟର ସହିତ କାର୍ଯ୍ୟ କରିବା ହିଁ ଶ୍ରେଷ୍ଠତା ଅଟେ |

Manusya kete b gora heijauna kahinki,
kintu tara chhai sabubele kala hoithae.
Mun shreshtha ate kahiba heuchhi atmabiswas,
kintu kebala mun hin sreshtha ate eha kahiba ahankar ate.
Ichha puran nahele krodha badhe,ichha purana hoigale lobha badhe,sethipain
jibanara sabu paristhitire dharjyara sahita karya kariba hin sreshthata ate.

God Krishna Quotes5

ଯଦି କେବଳ ସଂପୂର୍ଣ୍ଣ ହେବା ହିଁ ପ୍ରେମର ନିୟମ ଅଟେ,
ତେବେ ମୀରା କଦାପି କୃଷ୍ଣଙ୍କୁ ପ୍ରେମ କରିନଥାନ୍ତେ।

Jadi Kebala Sampurna Heba Hin Premara Niyama Ate,
Tebe Mira Kadapi Krshnanku Prema Karinathante.

Lord Krishna Quotes4

ହେ ଅର୍ଜୁନ, ଯଦି ତୁମେ ତୁମର କଲ୍ୟାଣ ଚାହୁଁଛ, ତେବେ ସମସ୍ତ ନିୟମ
ସମସ୍ତ ଧର୍ମକୁ ଛାଡି ମୋର ଶରଣକୁ ଆସ, ମୁଁ ତୁମକୁ ମୁକ୍ତି ପ୍ରଦାନ କରିବି |

He Arjuna, Jadi Tume Tumara Kalyana Chahuncha, Tebe Samasta Niyama
Samasta Dharmaku Chadi Mora Sharanaku Asa, Mun Tumaku Mukti Pradan Karibi.

Lord Krishna Quotes2

ପ୍ରେମରେ କୌଣସି ବିୟୋଗ ନଥାଏ,
ପ୍ରେମ ହିଁ ଅନ୍ତିମ ଯୋଗ ଓ ଅନ୍ତିମ ମିଳନ ହୋଇଥାଏ |

Premare Kounasi Biyoga Nathae,
Prema Hin Antima Joga O Antima Milana Hoithae.

Odia God Krishna Quotes

ଜୀବନର ରଣଭୂମିରେ ନିଜେ କୃଷ୍ଣ ଏବଂ ନିଜେ ହିଁ ଅର୍ଜୁନ ହେବାକୁ ପଡିଥାଏ,
ପ୍ରତିଦିନ ନିଜେ ନିଜର ସାରଥୀ ହୋଇ ଜୀବନର ମହାଭାରତ ଲଢିବାକୁ ପଡେ ।

Jibanara Ranabhumire Nije Krushna Ebam Nije hin Arjuna Hebaku Padithae,
Pratidina Nije Nijara Sarathi Hoi Jibanara Mahabharat Ladhibaku Pade.

Comments

comments