ବତୁରା ଜମିରେ ଲଙ୍ଗଳ ପୁରାଇ
ଚଷିଲେ ହେବତ ଫସଲ
ସେ ଫସଲ ଦିନେ ଫଳ ଫଳିବ
ଏ କଥାଟା ଅଟେ ଅସଲ
Share Now
ଗଛରୁ ପତର ଝଡିଗଲା ପରି
ଯାଉଛି ମୁଁ ସରି ସରି
ତୁମ ଆଗମନ ସାହାନାଇ ବାଦ୍ୟ
ଶୁଣିବା ପ୍ରତୀକ୍ଷା କରି |
Share Now
ମୁଁ ଏପର୍ଯ୍ୟନ୍ତ ଯାହା ପାଇଲି ନାହିଁ
ମୋ ଜୀବନ ହରାଇ
ସେ ସବୁକୁ ପାଇଛି
ମୁଁ ତୁମକୁ ପାଇ
Share Now
ଯିଏ ଭାଗ୍ୟରେ ନଥାଏ
ପ୍ରେମ ସବୁଠାରୁ ଅଧିକ
ତା ସହିତ ହୋଇଥାଏ !
Share Now
ଯେଦିନୁ ତୁମକୁ ପ୍ରଥମେ ଦେଖିଲି
ଦେଖି ନାହିଁ ଆଉ କାହାକୁ
ମିଛ ଯଦି ଭାବ ପଚାରି ବୁଝିବ
ତୁମ ସାଙ୍ଗ ସାଥୀମାନଙ୍କୁ !
Share Now