Author: Subhashree

Hi Everyone, Hope you are doing well. Well today we have published a new odia story in Odia Short Story portal. Here you will find all odia small stories and galpa. Everyday you could find new odia stories so that can read the stories from anywhere in the world. Below is one of the Odia Short Story called  Bira Hanuman  . Please read and share with your friends if you liked it. https://www.odishashop.com/product/odia-book-kipari-niajae-nispati-by-ramachandra-behera-from-odishashop/

Read More

Hope you are doing well. Well today we have published a new odia story in Odia Short Story portal. Here you will find all odia small stories and galpa. Everyday you could find new odia stories so that can read the stories from anywhere in the world. Below is one of the Odia Short Story called Apurbanka Parakrami . Please read and share with your friends if you liked it.

Read More

ପ୍ରଭାବଶାଳୀ ହେବେ । ସତ୍ୟ ସନାତନ ଧର୍ମୀ ହେବେ । ଯଶସ୍ୱୀ ହେବେ । ବିଭିନ୍ନ ସତ୍ରରୁ ଅର୍ଥ ପ୍ରାପ୍ତ ହେବ । ସୁତ ସୌଖ୍ୟଯକ୍ତୁ ହେବେ । ରାଜପଜୂା ମିଳିବ । ଗୁଣଜ୍ଞହେବେ । ବିତ୍ତଶାଳୀ ଓ ଜିତେନ୍ଦ୍ରିୟ ହେବେ । ଅସୁସ୍ଥତା ଥାଇ ବି ଜ୍ଞାନ ପ୍ରଦାନ କରି ପ୍ରଶଂସାର ପାତ୍ର ହେବେ । ସମାଲୋଚକ ହୋଇପାରନ୍ତି । ଶତ୍ରୁଙ୍କ ପ୍ରଣମ୍ୟ ହେବେ । ଧନ-ଧାନ୍ୟ ପ୍ରାପ୍ତି ହେବ । ସବୁ କିଛି ଶୁଭ ଥାଇ ବି ସତର୍କରେ ଚଳିବାକୁ ପଡିବ । ସାଧୁଙ୍କ ପ୍ରତି ଅନୁରକ୍ତି ରହିବେ । ମାୟା-ମୋହଠାରୁଦୂରେଇ ରହିବେ । ବେଦ ବିଦ୍ୟାର ଅନୁଗାମୀ ହେବେ । ଦେବ-ଗୁରୁ, ଗୁରୁ୍ଜନଙ୍କ ଆଶୀର୍ବାଦର ପାତ୍ର ହେବେ । ପୁଣ୍ୟବାନ୍ ହେବେ । ଶତ୍ରୁ ବିଜୟୀ ହେବେ । ମୂଲ୍ୟବାନ୍ ଧାତୁ ଦ୍ରବ୍ୟର ଅଧିକାରୀ ହୋଇପାରନ୍ତି । ଭୂମି ଲାଭ ସହିତ ଅର୍ଥପ୍ରାପ୍ତିର ସୂଚନା ମିଳୁଛି ।…

Read More

Hello Everyone, Hope you are doing well. Well today we have published a new odia story in Odia Short Story portal. Here you will find all odia small stories and galpa. Everyday you could find new odia stories so that can read the stories from anywhere in the world. Below is one of the Odia Short Story called Banadevinka Krupa . Please read and share with your friends if you liked it. https://www.odishashop.com/product/odia-book-kharavela-by-dr-nrusingha-charana-panda-from-odisha-shop/

Read More

ସ୍ୱାଭିମାନୀ ହୋଇଇପାରନ୍ତି । ଶାରୀରିକ ଦୁର୍ବଳତା ଅନୁଭବ କରିବେ । ସହଯୋଗ ବ୍ୟବସାୟ ଲାଭଜନକ ହେବ। ମିତ୍ରମାନେ କରଛଡ଼ା ଦେଇପାରନ୍ତି । ଉଦ୍ୟାନ କାର୍ଯ୍ୟରେ ପାରଙ୍ଗମ ହେବେ । ଅନାଶକ୍ତ ହୋଇଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି । ଶାନ୍ତ ଓ ଧର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ପରାମର୍ଶରେ ଚଳିବେ । ମନରେ ଅହଂଭାବ ରହିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ପାରିପାରିକ ସୁଖ ଅବ୍ୟାହତ ରହିବ । ସୁସ୍ଥ ଓ ନିରାମୟ ରହିବେ । ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ ଶୁଭାଶୁଭ ମିଶ୍ରିତ ଫଳ ମିଳିବ । କର୍ମଚଞ୍ଚଳ ରହବେ । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ । ହଠାତ୍ କିଛି ଅର୍ଥ ପ୍ରାପ୍ତି ସୂଚନା ମିଳୁଛି । ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ । ଧାର୍ମିକ, ତେଜସ୍ୱୀ ଓ ଉତ୍ତମ…

Read More

Hi Everyone, How are you doing. Today we are publishing another odia short story. You can find other small stories in our Odia Short Story portal. Hope you wil enjoy this Odia short story and will share with your friends and family. Please feedback with us in comment section. https://www.odishashop.com/product/odia-book-kalindicharan-upanyasa-samagra-by-sri-kalindi-charan-panigrahi-from-odisha-shop/

Read More

ଧନଲାଭରେ କୌଣସି ବାଧାବିଘ୍ନ ଉପୁଜିବାର ପ୍ରଶ୍ନ ଉଠୁନାହିଁ । ଅସସ୍ଥତା ଅନୁଭବ କରିପାରନ୍ତି । କାର୍ଯ୍ୟ ବାଧାବିଘ୍ନର ସମ୍ମୁଖୀନ ହୋଇପାରେ । ଅଷ୍ଟମ ଚନ୍ଦ୍ର ଯୋଗୁଁ ଯାନ-ବାହନରେ ସତର୍କ ହେବେ । ଦିନଟି ଭିତରେ ଯାହା ଘଟଣା ଘଟିବ; ତାହା ସୁଖବୋଧ ହେବ । ପତ୍ନୀ ରୂପବତୀ ଓ ଶାନ୍ତସ୍ୱଭାବସମ୍ପନ୍ନ ହେବେ । ପତିବ୍ରତା ଓ ଲଜ୍ଜାଶିଳା ହୋଇପାରନ୍ତି । ଦେବ, ବ୍ରାହ୍ମଣ ଭକ୍ତିଯୁକ୍ତା ହେବେ । କୌଶଳରେ ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ । ନୀଚ୍ଚ ଲୋକଠାରେ ଅନୁରକ୍ତିରହିଲେ ବି ଋଣମୁକ୍ତ ହୋଇପାରନ୍ତି । ଶୁଭକାର୍ଯ୍ୟ ସମ୍ପାଦିତ ହେବ । ସସ୍ଥ ଓ ନିରାମୟ ରହିବେ । ଲେଖାପଢ଼ାରେ ପାରଦର୍ଶୀ ହେବେ । ଧନ ଆହରଣରେ କୃତକାର୍ଯ୍ୟ ହେବେ । ପୁତ୍ରମାନ ପ୍ରସିଦ୍ଧି ଲାଭ କରିପାରନ୍ତି । କୀର୍ତ୍ତିମାନ୍ ହେବେ । ମହାନୁଭବ ହେବେ । ଧନୀ ଓ ବିନୟୀ ହୋଇପାରନ୍ତି । ହଠାତ୍ ସୁଖ-ସମୃଦ୍ଧିଯୁକ୍ତ ହେବେ ।…

Read More

ସମାଜ ସେବାରେ ନିୟୋଜିତ କରିପାରନ୍ତି । ଶାନ୍ତି ଓ ଧର୍ଯ୍ୟବାନ୍ ହେବେ । ବ୍ୟବସାୟ ଲାଭଜନକ ହେବ । କୃଷି ବିଜ୍ଞାନୀ ହେବେ । ସପତ୍ନୀକ ଦ୍ୱିଜ କର୍ମରତ ହୋଇପାରନ୍ତି । ଅନାବଶ୍ୟକ ଖର୍ଚ୍ଚର ସମୁଖୀନ ହେବେ । ଭ୍ରାତୃ ଭାବ ଅତୁଟ ରହିବ । ସସ୍ଥ ଓ ନିରାମୟ ରହିବେ । ବଳିଷ୍ଠ ଓ ଶତ୍ରୁହନ୍ତା ହେବେ । ଚାକିରିରେ ସୁନାମ ଅର୍ଜନ କରିବେ । ଯାନବାହନ ସୁଖ ମିଳିବ । କର୍ମଚଞ୍ଚଳ ରହବେି । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ । ଧାର୍ମିକ ତେଜ ଓ ଉତ୍ତମ ବ୍ୟକ୍ତିତ୍ୱସମ୍ପନ୍ନ ହେବେ । ଉଦାର ପ୍ରକୃତିର ହେବେ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଉତ୍ତମ ବ୍ୟକ୍ତିତ୍ୱଯୁକ୍ତ ହେବେ । ସସ୍ଥ ଓ ନିରାମୟ ରହିବେ । କୃଷିକର୍ମରୁ ଲାଭବାନ୍ ହେବେ…

Read More

Hello Everyone, Hope you are doing well. Well today we have published a new odia story in Odia Short Story portal. Here you will find all odia small stories and galpa. Everyday you could find new odia stories so that can read the stories from anywhere in the world. Below is one of the Odia Short Story called Udarata. Please read and share with your friends if you liked it. https://www.odishashop.com/product/odia-book-kafi-bagichare-rati-by-bibhuti-pattnaik-from-odishashop/

Read More

ଦିନିଟି ସୁଖମୟ ହେବ । ମାନ-ସମ୍ମାନ ଓ ମର୍ଯ୍ୟାଦାଯୁକ୍ତ ହେବେ । ବନ୍ଧୁ ମିଳନ ଘଟିବ । ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣହେବେ । ପୁଣ୍ୟପ୍ରଭା ପତ୍ନୀଙ୍କ ଦୁଃଖ ଦୂର କରିବେ । ନୈତିକ ବଳରେ ବଳୀୟାନ ହେବେ । ଭ୍ରାତୃ ସହୋଗ ପାଇ ଅନାୟାସରେ ଶତ୍ରୁ ଦମନ କରିବେ। ସାରାଦନ କାର୍ଯ୍ୟବ୍ୟସ୍ତ ରହିବେ ।ଶଭୁକାର୍ଯ୍ୟ ସମ୍ପାଦନ କରିପାରନ୍ତି । ଋଣ ବୋଝରୁ ମକ୍ତ ହେବେ । କର୍ମକ୍ଷେତ୍ରରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି । ଧୈର୍ଯ୍ୟ ହରାନହୋଇ ପରିସ୍ଥିତିର ସାମ୍ନ କରିବେ । ସାମ୍ବାଦିକତା କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ । ବ୍ୟବସାୟରେ ବନ୍ଧୁ ସମ୍ପର୍କ ପ୍ରେ ଓ ପ୍ରଣୟ କ୍ଷେତ୍ରରୁ ଅନୁକୂଳ ଫଳ ମିଳିବ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ପାରିବାରିକଶାନ୍ତି ଅବ୍ୟାହତ ରହିବ । କୃଷିକ୍ଷେତରୁ ଲାଭବାନ୍ ହେବେ ।ଯାନବାହନ ସୁଖ ମିଳିବ । ମାନସିକ…

Read More