Author: liza

Vegetable Pulao ସାମଗ୍ରୀ :ଅରୁଆ ଚାଉଳ – ୨ କପ୍‌ପାଣି – ୪ କପ୍‌ଗାଜର – ଗୋଟିଏଫୁଲକୋବି – ୪ ପାଖୁଡ଼ାମଟର ମଣ – ମୁଠାଏରିଫାଇନ୍‌ ତେଲ- ୨ ଟେବୁଲ୍‌ଚାମଚ଼ଜିରା – ୧ ଚା ଚାମଚ଼ଡାଲଚିନି – ବଡ ଖଣ୍ଡେଗୁଜରାତି -୨ଟାଗୋଲମରିଚ଼ – ୬ଟାଲବଙ୍ଗ – ୪ଟାତେଜପତ୍ର – ୬ଟାପରିମାଣ ଅନୁସାରେ ଲୁଣ, ହଳଦୀ ପ୍ରଣାଳୀ :ଗାଜର, ଫୁଲକୋବି ଚୂନା ଚୂନା କାଟି ରଖ | ପ୍ରେସର କୁକ୍‌ରରେ ତେଲ ଗରମ କରି ଜିରା, ଡାଳଚିନି, ଗୁଜରାତି, ଗୋଲମରିଚ, ଲବଙ୍ଗ ଓ ତେଜପତ୍ର ପକାଅ | ସେଥିରେ ଚାଉଳ, କଟା ପରିବା, ମଟରମଞ୍ଜି, ଲୁଣ ଓ ହଳଦୀ ପକାଇ ଅଳ୍ପ ଭାଜି ନିଅ | ଭାଜିଲା ପରେ ପାଣି ପକାଇ କୁକ୍‌ରରେ ଢାଙ୍ଗୁଣୀ ଦେଇଦିଅ । କୁକର୍‌ରେ ସୁଁ ଶବ୍ଦ ହେବା ମାତ୍ରେ କୂକର୍‌କୁ ଗ୍ୟାସ୍‌ରୁ ଉଠାଇ ନିଅ । ପ୍ରେସରରୁ ଶବ୍ଦ ବନ୍ଦ ହେଵା ପରେ କୁକର୍ ଖୋଲି ଖାଇବାକୁ…

Read More

Faguna Asiba Lo Feri  is one of the dance song by Aseema Panda & Pintu Das This odia ringtone is uploaded under category Odia Ringtones. This ringtone is identified by Faguna Asiba Lo Feri   Aseema Panda & Pintu Das . Download Faguna Asiba Lo Feri  Ringtone Download Faguna Asiba Lo Feri and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Faguna…

Read More

Gota kalara ସାମଗ୍ରୀ :କଲରା- ୨୫୦ଧନିଆଗୁଣ୍ଡ -୧ ଟେବୁଲ୍ ଚାମଚଜିରା-୧/୨ଚାମଚମହୁରି-୧/୨ ଚା ଚମଚଲଙ୍କାଗୁ୍ଣ୍ଡ-୧ ଚା ଚାମଚପରିମାଣ ଲୁଣକାଗେଜିଲେମ୍ବୁ ଫାଳେଛାଣିବା ପାଇଁ ତେଲ ପ୍ରଣାଳୀ :କଲରା ଗୋଟା ଥିବ କନ୍ତୁ ଲମ୍ବା ଭାବରେ ପେଟ ଚିରିଦିଅ । ମଞ୍ଜି ଯେବେ ବୁଡା ଥିବ ତାକୁ ବାହାର କରିଦେବ । ଏଥିରେ ଲୁଣ ଗୋଳାଇ ଅଧଘଣ୍ଟା ପରେ କରେଇରେ ତେଲ ଗରମ କରି କଲରା ସବୁ ଛାଣିଦିଅ । ଛାଣିଦିଅ । ଛାଣିବା ପରେ କରେଇରୁ ସବୁ ତେଲ ବାହାର କରି କେବଳ ୧ ଟେବୁଲ୍ ଚାମଚ ରଖ । ବାହାର କରିବା ତେଲରେ ଅନ୍ୟ ତରକାରି ରାନ୍ଧିପାରିବ । ଜିରା ଓ ମହୁରିକୁ ଛେଚି ରଖ । କରେଇରେ ଥିବା ତେଲରେ ଛଣାକଲରା ,ଧନିଆଗୁଣ୍ଡ , ଜିରା ,ମହୁରି ଛେଚା ,ଲଙ୍କାଗୁଣ୍ଡ ଓ ଲେମ୍ବୁରସ ପକାଇ ଭଜା କରି ଓହ୍ଲାଇଦିଅ ।

Read More

Ete Khusi Jadi  is one of the dance song by Humane Sagar & Arpita Choudhury This odia ringtone is uploaded under category Odia Ringtones. This ringtone is identified by Ete Khusi Jadi  Humane Sagar & Arpita Choudhury. Download Ete Khusi Jadi Ringtone  Download Ete Khusi Jadi  and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Ete Khusi Jadi  Download…

Read More

Bean kasha ସାମଗ୍ରୀ :ବିନ୍ – ୨୫୦ଆଳୁ – ୨ଟାଧନିଆଗୁଣ୍ଡ- ୧ ଟେବୁଲ୍‌ ଚାମଚ଼ଜିରାଗୁଣ୍ଡଲଙ୍କାଗୁଣ୍ଡ – ୧/ ୨ ଚା ଚାମଚଟମାଟୋ ବଡ଼ – ୧ଟାଫୁଟଣ – ୧ ଚା ଚାମଚପରିମାଣ ଲୁଣ, ହଳଦୀତେଲ – ୨ ଟେବୁଲ୍‌ ଚାମଚ଼ ପ୍ରଣାଳୀ :ବିନ୍‌ ଓ ଆଳୁ ଅଧଇଞ୍ଚ ସାଇଜ୍‌ର କାଟି ନିଅ । କରେଇରେ ତେଲ ଗରମ କରି ଫୁଟଣ ଫୁଟାଇ ବିନ୍‌, ଆଳୁ ପକାଅ। ଲୁଣ ଓ ହଳଦୀ ଦେଇ ମିଶାମିଶି କରି ଢାକିଦିଅ । ୫ ମିନିଟ୍ ପରେ କାଙ୍କୁଣୀ ଖୋଲି ସେଥିରେ ଧନିଆଗୁଣ୍ଡ, ଜିରାଗୁଣ୍ଡ ଓ ଲଙ୍କାଗୁଣ୍ଡ ଦେଇ ଟିକେ କଷିନେଇ ଟମାଟୋ ଦେଇ କାଙ୍କୁଣୀ ଦେଇଦିଅ । କମ୍‌ ନିଆଁରେ ରଖ । ୫ ମିନିଟ୍‌ ପରେ ଢାଙ୍କୁଣୀ ଖୋଲି କଷାକଷି କରି ଓହ୍ଲାଅ ।

Read More

Emiti Jhiate Khoje  is one of the dance song by Aseema Panda & Aseema Panda  This odia ringtone is uploaded under category Odia Ringtones. This ringtone is identified by Emiti Jhiate Khoje Aseema Panda & Aseema Panda. Download Emiti Jhiate Khoje Ringtone Download Emiti Jhiate Khoje and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Emiti Jhiate Khoje…

Read More

ODia Rechipe Luchi ସମଗ୍ରୀ :ମଇଦା- ୨ କପ୍ଲୁଣ -ପରିମାଣ ଅନୁସାରେଛାଣିବାପାଇଁ ତେଲ ପ୍ରଣାଳୀ :ମଇଦାରେ ଲୁଣ ଦିଅ । ଏକ ଟେବୁଲ ଚାମଟ ରିଫାଇନ୍‌ ତେଲ ଦେଇ ଭଲଭାବରେ ମିଶାଇ ନିଅ । ଅଳ୍ପ ଅଳ୍ପ ପାଣି ଦେଇ ମଇଦା ଚକଟି ନିଆ । ଏହାକୁ ଛୋଟ ଛୋଟ ଗୁଳା କରି ନିଅ । କରେଇରେ ତେଲ ଗରମ କର । ମଇଦା ଗୁଳାକୁ ଛୋଟ ଛୋଟ ପୁରି ବେଲି ଛାଣି୍ ନିଅ । ତେଲ ପେଯରି ବହୁତ ବେଶି ଗରମ ହେବନି । ତା’ହେଲେ ମଇଦା ଲୁଚି ବାଦାମୀ ରଙ୍ଗ ହୋଇଯିବ । ମଧ୍ଯମ ଆଞ୍ଚରେ ଲୁଚିଗୁଡ଼ିକ ଭାଜିବ ।

Read More

Jay Jay Jay Ganesha is one of the dance song by T.Souri,Abhijit Majumder, Kuldeep This odia ringtone is uploaded under category Odia Ringtones. This ringtone is identified by Jay Jay Jay Ganesha T.Souri,Abhijit Majumder, Kuldeep . Download Jay Jay Jay Ganesha Ringtone  Download Jay Jay Jay Ganesha and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Jay Jay Jay Ganesha…

Read More

gobi-masala ସାମଗ୍ରୀ :ଫୁଲକୋନି – ୧ଟାକାଗେଜିଲେମ୍ବୁ ଫାଳେନଡ଼ିଆ କୋରା – ୧/୨ କପ୍‌ଧନିଆଗୁଣ୍ଡ – ୧ ଟେବୁଲ୍‌ ଚାମଚ଼ଲଙ୍କାଗୁଣ୍ଡ – ୧ ଚା ଚାମଚହେଙ୍ଗୁ ଟିପେସୋରିଷ ଚିପେଜିରାଗୁଣ୍ଡ – ୧ଚା ଚାମଚଭୃସଙ୍ଗପତ୍ରରିଫାଇନ୍‌ ତେଲଲୁଣ ସ୍ବାଦାନୁସାରେହଳଦୀ ପ୍ରଣାଳୀ :କୋବି ଲମ୍ବା ଲମ୍ବା ପତଳା ପତଳା କାଟ । ଜରେଇରେ ତେଲ ଦେଇ ସୋରିଷ ଫୁଟାଅ । ଭୃସଙ୍ଗପତ୍ର ଦିଅ, କୋବି ଖଣଡ ଦିଅ । ଲୁଣ, ହଳଦୀ ଦେଇ ଭଳା ଭଳା କର । ଏହା ସିଝି ଆସିଲେ ଓ ବାଦାମୀରଙ୍ଗ ହେଲେ ସେଥିରେ ଧନିଆଗୁଣ୍ଡ, ଜିରାଗୁଣ୍ଡ, ଲଙ୍କାଗୁଣ୍ଡ ଓ ହେଙ୍ଗୁ ନଡ଼ିଆ କୋରା ପକାଇ ଓଲଟ ପାଲଟ କରୁଥିବ |ଦୁଇ ମିନିଟ୍‌ ପରେ ଲେମୁରସ ଦେଇ ମିଶାମିଶି କରି ଓହ୍ଲାଇ ଦିଅ |

Read More