OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala

Odia Rashiphala

<!– wp:table –>
<table class=”wp-block-table”>
<tbody>
<tr>
<td><img class=”wp-image-4933″ src=”https://www.odiaweb.in/wp-content/uploads/2018/12/mesha-rashi.png” alt=”” /></td>
<td>ମେଷ: ବନ୍ଧୁମାନଙ୍କ ଠାରୁ ସାହାଯ୍ୟ ମିଳିବ ନାହିଁ। କ୍ଳାନ୍ତିବୋଧ କରିପାରନ୍ତି। ପରଧନରେ ଧନୀ ହୋଇପାରନ୍ତି। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ଜନ ପ୍ରିୟ ହେବେ। ରସିକ ହେବେ। ପ୍ରିୟ ଭାଷୀ ଓ ଧନ, ଯାନ-ବାହନଯୁକ୍ତ ହୋଇପାରନ୍ତି।
</td>
</tr>
<tr>
<td><img class=”wp-image-4933″ src=”https://www.odiaweb.in/wp-content/uploads/2018/12/rashi-brusha.png” alt=”” /></td>
<td>ବୃଷ: ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ। ଧର୍ମପ୍ରିୟ, ପଣ୍ଡିତ ଓ ଶିଳ୍ପ ପାରଦର୍ଶୀ ହେବେ। ହାସ୍ୟଯୁକ୍ତ, ଯବତୀ ପ୍ରିୟ ଓ ଚଞ୍ଚଳ ଚେଷ୍ଟିତ ହେବେ। ଶାସ୍ତ୍ରଜ୍ଞ ହେବେ। ବହୁ ମିତ୍ରଙ୍କ ସାନିଧ୍ୟ ମିଳିବ। ରାଜପୂଜା ମିଳିବାର ସୁଯୋଗ ଜୁଟିଛି।</td>
</tr>
<tr>
<td><img class=”wp-image-4933″ src=”https://www.odiaweb.in/wp-content/uploads/2018/12/mithun-rashi.png” alt=”” /></td>
<td>
ମିଥୁନ: ନିଜ କାର୍ଯ୍ୟ ଆନନ୍ଦଦାୟକ ହୋଇପାରେ। ବନ୍ଧୁ ସୁଖ ମିଳିବ। ଥଣ୍ଡା, କଫରେ ପୀଡିତ ହୋଇପାରନ୍ତି। ଅଧିକ ଶ୍ରମ ସ୍ବୀକାର କରିବାକୁ ବାଧ୍ୟ ହେବେ। ମନ ଆତୁରିତ ହୋଇପାରେ। କାର୍ଯ୍ୟ ହାସଲ ପାଇଁ ଲଢ଼େଇ କରି ବିଜୟୀ ହେବେ। ଶାନ୍ତ ଓ ନିପୁଣ ହେବେ।
</td>
</tr>
<tr>
<td><img class=”wp-image-4933″ src=”https://www.odiaweb.in/wp-content/uploads/2018/12/karkata-rashi.png” alt=”” /></td>
<td>କର୍କଟ: ମନରେ ଅଶାନ୍ତି ଉପୁଜି ପାରେ। ଶତ୍ରୁଭୟ ରହିଛି। ନୃତ୍ୟ, ସଙ୍ଗୀତପ୍ରିୟ ହୋଇପାରନ୍ତି। ସତ୍ କର୍ମରେ ନିଜକୁ ନିୟୋଜିତ କରିବେ। ଧର୍ମ ମାର୍ଗରେ ମନୋନିବେଶ କରିପାରନ୍ତି। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଶତ୍ରୁ ଆପଣା ଛାଏଁ ଅପସରି ଯିବ।</td>
</tr>
<tr>
<td><img class=”wp-image-4933″ src=”https://www.odiaweb.in/wp-content/uploads/2018/12/singha-rashi.png” alt=”” /></td>
<td>
ସିଂହ: ପରିସ୍ଥିତି ବଦଳି ଯାଇପାରେ। ଚିନ୍ତା ଗ୍ରସ୍ତ ହୋଇପାରନ୍ତି। ସନ୍ତାନ, ସନ୍ତତି ଲାଭ କରିପାରନ୍ତି। ଉତ୍ତମ ମିତ୍ର ବା ପୁତ୍ର ଲାଭର ସୁଯୋଗ ସୃଷ୍ଟି ହୋଇଛି। ମନ୍ତ୍ରଶାସ୍ତ୍ରାଦିକୁ ଆୟତ୍ତ କରିପାରିବେ। ଧନ ଓ ଯାନ-ବାହନ ଲାଭ ହେବ। ବିଶୁଦ୍ଧ ଭାଷୀ ହେବେ।</td>
</tr>
<tr>
<td><img class=”wp-image-4933″ src=”https://www.odiaweb.in/wp-content/uploads/2018/12/kanya-rashi.png” alt=”” /></td>
<td>କନ୍ୟା: ଅଭାବ ମେଣ୍ଟାଇ ପାରନ୍ତି। ଶତ୍ରୁବୃଦ୍ଧି ହେଲେ ବି ତାକୁ ଦମନ କରିବାକୁ ସକ୍ଷମ ହେବେ। ବିବାଦୀୟ ପ୍ରତିଯୋଗିତାରେ ବିଜୟୀ ହେବେ। ବହୁ ସମ୍ମାନର ଅଧିକାରୀ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଉପହାର ମିଳିପାରେ। ମିଷ୍ଟାନ ଭୋଜନରେ ଆପ୍ୟାୟିତ ହେବେ।
</td>
</tr>
<tr>
<td><img class=”wp-image-4933″ src=”https://www.odiaweb.in/wp-content/uploads/2018/12/tula-rashi.png” alt=”” /></td>
<td>ତୁଳା: ଆୟରେ ଢ଼େର ଉନ୍ନତି ଘଟିବ। ଅତ୍ୟଧିକ ପରିଶ୍ରମ ଯୋଗଁ କ୍ଳାନ୍ତ ହୋଇପାରନ୍ତି। ତ୍ୟାଗଶୀଳ ହେବେ। ନୀତିଜ୍ଞ ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବେ। ଚଞ୍ଚଳମନା ହୋଇପାରନ୍ତି। ସହିଷ୍ଣୁ ହେବେ। ପ୍ରଫୁଲ୍ଲମୁଖ ଓ ରୂପବାନ ହୋଇପାରନ୍ତି।
</td>
</tr>
<tr>
<td><img class=”wp-image-4933″ src=”https://www.odiaweb.in/wp-content/uploads/2018/12/bicha-rashi.png” alt=”” /></td>
<td>ବିଛା: କୃଷି କାର୍ଯ୍ୟରେ ଲାଗି ପଡିବେ। ଆଶାବାଦୀ ହୋଇପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେତୁ ରୁଚିକର ଭୋଜନ ମିଳିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ପାରିବାରିକ ସୁଖ ଅବ୍ୟାହତ ରହିବ। ଧନବାନ୍ ହୋଇପାରନ୍ତି। ଗୁଣବାନ୍ ଓ ଉପାର୍ଜନକାରୀ ହେବେ।</td>
</tr>
<tr>
<td><img class=”wp-image-4933″ src=”https://www.odiaweb.in/wp-content/uploads/2018/12/dhanu-rashi.png” alt=”” /></td>
<td>ଧନୁ: କର୍ମକ୍ଷେତ୍ରରେ ପଦୋନ୍ନତି ଘଟିବ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମଧୁର ସମମ୍ଭାଭାଷଣରେ ଅନ୍ୟମାନଙ୍କୁ ବଶ କରିବାରେ ସକ୍ଷମ ହୋଇପାରନ୍ତି। କେତେକ କ୍ଷେତ୍ରରେ ସାମୟିକ ବିରୋଧର ସମ୍ମୁଖୀନ ହୋଇପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରିପାରନ୍ତି।
</td>
</tr>
<tr>
<td><img class=”wp-image-4933″ src=”https://www.odiaweb.in/wp-content/uploads/2018/12/makar-rashi.png” alt=”” /></td>
<td>ମକର: ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଆୟ ବୃଦ୍ଧିର ସୂଚନା ମିଳୁଛି। ନାନାବିଧ ସମ୍ମାନର ଅଧିକାରୀ ହେବେ। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଧନାଗମର ସୂଚନା ମିଳୁଛି। ଉତ୍ତମ ବସ୍ତ୍ର, ରତ୍ନ ଓ ଯାନ-ବାହନ ମିଳିବ। ସରକାରୀ ଅର୍ଥ ମିଳିପାରେ।
</td>
</tr>
<tr>
<td><img class=”wp-image-4933″ src=”https://www.odiaweb.in/wp-content/uploads/2018/12/kumbha-rashi.png” alt=”” /></td>
<td>କୁମ୍ଭ: କର୍ମକ୍ଷେତ୍ରରେ ଉପଜିଥିବା ଅଶାନ୍ତି ଦୂର କରିବାରେ ସକ୍ଷମ ହେବେ। ଧନପ୍ରାପ୍ତି ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। ବହୁ ଜଟିଳ ସମସ୍ୟାର ସମାଧାନ କରିବାରେ ସଫଳ ହେବେ। ଲୋକସଂପର୍କ ଅତ୍ୟଧିକ ହୋଇପାରେ।
</td>
</tr>
<tr>
<td><img class=”wp-image-4933″ src=”https://www.odiaweb.in/wp-content/uploads/2018/12/mina-rashi.png” alt=”” /></td>
<td>ମୀନ: ଅଜଣା ବ୍ୟକ୍ତିଙ୍କ ଦ୍ବାରା ଉପକୃତ ହୋଇପାରନ୍ତି। ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ। ଉତ୍ତମ ଗୁଣ ଓ ନୀତିନିଷ୍ଠ ହେବେ। ବିନୀତ ସ୍ବଭାବର ହେଲେ ବି; ଯୁଦ୍ଧପ୍ରିୟ ହେବେ। ଗ୍ରାମ ଓ ଦଳ ମଧ୍ୟରେ ଭେଦନୀତିର କାରଣ ହୋଇପାରନ୍ତି।</td>
</tr>
</tbody>
</table>
<!– /wp:table –>

<!– wp:paragraph –>
<p>For daily odia rashiphala visit our website daily in the morning. This is compiled from a trusted source.</p>
<!– /wp:paragraph –>

<!– wp:heading {“level”:3,”align”:”center”} –>
<h3 style=”text-align: center;”><strong><a href=”https://www.odiaweb.in/odia-calendar-2019/”>Odia Calendar 2019</a></strong></h3>

Comments

comments