ଉତ୍ସବାଦିରେ ଯୋଗଦାନ କରିପାରନ୍ତି । ଶତ୍ରୁ ଉପରେ କଡ଼ା ନଜର ରଖିବାକୁ ପଡ଼ିବ । ଶେଷରେ ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ବାଦ ପାଇ ଖୁସିହେବେ । ଶୁଭକାର୍ଯ୍ୟ କରଣୀୟ । ଋଣ ଶୁଝିବେ । | |
ବ୍ୟବସାୟରେ ଅଧିକ ଅର୍ଥ ବିନିଯୋଗ କରି ଲାଭବାନ୍ ହେବେ । ଶୁଭ ସମାଚାର ପାଇ ଖସିରେ ଆତ୍ମହରା ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଅର୍ଥ ମିଳିବ । ପଢ଼ା ପଢ଼ିରେ ମନୋନିବେଶ କରିପାରନ୍ତି । | |
ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିପାରନ୍ତି । କେତେକ କ୍ଷେତ୍ରରେ ଭୁଲ୍ ବୁଝାମଣା ଘଟିପାରେ । ଅଧିକ ପରିଶ୍ରମର ସମ୍ମୁଖୀନ ହେଲେ ବି; ତା’ର ମୂଲ୍ୟ ମିଳିବ । କୃଷିକ୍ଷେତ୍ର ଲାଭଦାୟକ ହେବ । ଯାନବାହନ ସୁଖ ମିଳିବ । | |
କାର୍ଯ୍ୟରେ ପ୍ରଗତି ଘଟିବ । କର୍ମକ୍ଷେତ୍ରରେ ପ୍ରାଧାନ୍ୟବିସ୍ତାର କରିପାରନ୍ତି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ଠାକୁରଙ୍କ ଦର୍ଶନ ମିଳିବ । ସରକାରଙ୍କ ଦ୍ୱାରା ଲାଭବାନ୍ ହେବେ । | |
ସାମାଜିକ କାର୍ଯ୍ୟରେ ଯୋଗଦେଇ ଉତ୍ଫୁଲ୍ଲିତ ହୋଇପାରନ୍ତି । ଆକସ୍ମିକ ଭାବେ ସମସ୍ୟା ଉପୁଜି ପାରେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ବିଭିନ୍ନ ଦିଗରୁ ଅର୍ଥାଗମ ହେବେ । ନୀତିନିଷ୍ଠ ହେବେ । | |
ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଆୟ ଉତ୍ତମ ଧରଣର ହେବ । ସରକାରୀ ବା ବନ୍ଧୁ ସତ୍ରୂ ରୁ ଲାଭବାନ୍ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ଓ ନିରାମୟ ରହବେ । ଚିନ୍ତାଧାରା ଉନ୍ନତମାନର ହେବ । | |
ନିଜେ ସମ୍ପାଦନ କରୁଥିବା କାର୍ଯ୍ୟ ଆନନ୍ଦ ଦାୟକ ହେବ । ଗତିରୋଧର ସମ୍ମୁଖୀନ ହୋଇପାରନ୍ତି । ଖର୍ଚ୍ଚାନ୍ତ ହେବା ଆଶାକରାଯାଏ । ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ହେବା ଭଲ । ମଧୁର ସମ୍ଭାଷଣରେ ପରକୁ ନିଜର କରବେ । | |
ଯେକୌଣସି ସତ୍ରୂରୁ ଧନଲାଭ ହେବ । ସୁସମ୍ବାଦ ପାଇ ଆନନ୍ଦ ଅନୁଭବ କରିପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରବେ । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । କରିତ୍କର୍ମା ବ୍ୟକ୍ତିଭାବେ ବିବେଚିତ ହେବେ । | |
ଚାଲୁରଖିଥିବା କାର୍ଯ୍ୟରେ ସଫଳତା ମିଳିବ । ବିଭିନ୍ନ ସତ୍ରୂରୁ ଏପରିକି ସରକାରଙ୍କ ତରଫରୁ ଧନପ୍ରାପ୍ତିର ସୂଚନା ମିଳୁଛି । ସମ୍ମାନିତ ହେବା ଆଶାକରାଯାଏ । ସୁସମ୍ବାଦ ପାଇବେ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଶୁଭକାର୍ଯ୍ୟ କରଣୀୟ ବିଜୟୀ ହେବେ । | |
କାର୍ଯ୍ୟରେ ସଫଳତା ମିଳିବ । ପରୋପକାର କରି ଆତ୍ମତୃପ୍ତି ଲାଭ କରବେ । କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍ବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଭାଗ୍ୟବାନ୍ ହେବେ । | |
ଆପଣ କରିଥିବା ଆବେଦନ ଗୃହୀତ ହେବ । ସାମାନ୍ୟ ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଭାଗୁଆଳି ବ୍ୟବସାୟ ଲାଭଜନକ ହେବ । ଖର୍ଚ୍ଚାନ୍ତ ହୋଇପାରନ୍ତି । ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କ ରହବେ । | |
ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ପ୍ରୀତି ଲାଭ କରିପାରନ୍ତି । ସୁଖକର ଘଟଣାମାନ ଘଟିବ । କର୍ମରେ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଉତ୍ତମ ଭୋଜନ ସହିତ ଆନନ୍ଦ ଉପଭୋଗ କରବେ । |