OdiaWeb- Odia Film, Music, Songs, Videos, SMS, Shayari, Tourism, News

ସୋୟା ଫ୍ରାଏ

Soya Fry

Soya Fry

ଉପାଦାନ :
ସୋୟାବିନ୍ ୧ ଗିନା,ବଡ ପିଆଜ ୨ଟା, ଅଦା ୧ ଇଞ୍ଚର ଖଣ୍ଡେ ,ଟମଟୋ ଅଧାକପ୍,ଜୀରା ପାଉଡର ୧ ଚାମଚ,ହଳଦୀ ଗୁଣ୍ଡ ୧ ଚାମଚ,କରି ପାଉଡର ଅଧା ଚାମଚ,କନପ୍ଲୋର୍ ୧ ଚାମଚ,କ୍ରିମ୍ ୧ ବଡ ଚାମଚ,ତେଲ ୨ ବଡ ଚାମଚ ,ଲୁଣ ସ୍ବାଦ ଅନୁସାରେ |

ପ୍ରସ୍ତୁତି:ସୋୟାବିନ୍ କୁ ଗୋଟିଏ ରାତି ପାଣିରେ ବତୁରାଇ ସିଝାଇ ଦିଅନ୍ତୁ |ଫ୍ରାଏ ପ୍ୟାନ୍ ରେ ତେଲ ଗରମ କରି ପିଆଜ ଭାଜନ୍ତୁ |ପିଆଜ ଭାଜି ହୋଇଗଲେ ସେଥିରେ ଅଦା ଓ କଞ୍ଚାଲଙ୍କା ପକାଇ କିଛି ସମୟ ଭାଜନ୍ତୁ ଟମାତୋ କଟା ପକାଇ କଷନ୍ତୁ |ସେଥିରେ ହଳଦୀ ଗୁଣ୍ଡ ଓ ଜୀରାଗୁଣ୍ଡ ପକାଇ ମସଲାକୁ ତେଲ ଛାଡିବା ପର୍ଯ୍ୟନ୍ତ କଷନ୍ତୁ |ଏବେ ସିଝା ସୋୟାବିନ୍ କୁ ପକାଇ ୧ କପ୍ ପାଣି ଦିଅନ୍ତୁ |କର୍ନଫ୍ଲୋର୍ କୁ ୨ ଚାମଚ ପାଣିରେ ଗୋଳାଇ ରଖନ୍ତୁ |କରି ପାଉଡର ଓ ସ୍ବାଦ ଅନୁସାରେ ଲୁନ ପକାଇ ୨ କିମ୍ବା ୩ ମିନିଟ୍ ରାନ୍ଧନ୍ତୁ |ସୋୟାବିନ୍ ଫ୍ରାଏରେ ଧନିଆପତ୍ର ଓ କ୍ରିମ୍ ପକାନ୍ତୁ ଏବଂ ଗରମ ଅବସ୍ଥାରେ ଖାଆନ୍ତୁ |

Comments

comments