OdiaWeb- Odia Film, Music, Songs, Videos, SMS, Shayari, Tourism, News

ସମ୍ବର

Sambara

Sambara

ଉପାଦାନ:ହରଡ ଡାଲି,ସୋରିଷ,ତେଜପତ୍ର,ପିଆଜ,ହେଙ୍ଗୁ,ବିଭିନ୍ନ ପରିବା ୤

ପ୍ରସ୍ତୁତି:ଅଧ କପ୍ ହରଡ ଡାଲିକୁ ବତୁରାଇ ବାଟନ୍ତୁ |ବଟା ଡାଲିରେ ୬ କପ୍ ପାଣି ମିଶାଇ ଚୁଲାରେ ବସାନ୍ତୁ |ଅନ୍ୟ ଏକ କରେଇରେ ତେଲ ଗରମ କରି ସୋରିଷ ଫୁଟାନ୍ତୁ |ତେଜପତ୍ର ,ପିଆଜ,ହେଙ୍ଗୁ ପକାଇଅଳ୍ପ ଭାଜନ୍ତୁ |ସେଥିରେ ଛୋଟ ଛୋଟ କରାଯାଇଥିବା ଆଲୁ,ବାଇଗଣ,କଖାରୁ,ଛୁଇଁ,ମୂଳା,ହଳଦୀ ଗୁଣ୍ଡ ପକାଇ ପାଣି ଦିଅନ୍ତୁ ଓ ଟମାଟୋ କଟା,ସମ୍ବର ମସଲା,ଲଙ୍କାଗୁଣ୍ଡ ପକାଇ ଚୁଲାରେ ବସାନ୍ତୁ |କିଛି ତେନ୍ତୁଳି ମଣ୍ଡ ଦେଇ ଫୁଟିଗଲା ପରେ ଇଡଲି ସହ ପରଷନ୍ତୁ |

Comments

comments