OdiaWeb- Odia Film, Music, Songs, Videos, SMS, Shayari, Tourism, News

ସଜନାପତ୍ର ମୁଗ ଡାଲି

Rasuna sajana patra mugadali

Rasuna sajana patra mugadali

ସାମଗ୍ରୀ:
୧ କପ୍ ମୁଗ ଡାଲି
୨ କପ୍ ସଜନା ପତ୍ର
୬ପାଖୁଡା ରସୁଣ
୪ଟା ଶୁଖିଲା ଲଙ୍କା
୧ ଚାମଚ ଫୁଟଣ
୧ ଟେବୁଲ ଚାମଚ ତେଲ
ପ୍ରସ୍ତୁତି:
ଦରକାର ମୁତାବକ ଲୁଣ ଓ ହଳଦୀ ଦେଇ ସିଝାନ୍ତି |ଏହା ଟାଣ ସିଝା ରହିବ |ଅଳ୍ପ ପାଣି ଥିବ ଡାଲି ଓହ୍ଲାଇ ଦେବ |କରାଇରେ ତେଲ ଦେଇ ଲଙ୍କା ଓ ଫୁଟଣ ଦେଇ ରସୁଣ ଛେଚି ପକାଇ ସଜନା ପତ୍ର ଦେଇ ଭାଜ |ଶାଗକୁ ଟିକେ ସନ୍ତଳିଦେଇ ସେଥିରେ ଡାଲି ସିଝା ପକାଅ |ଏହା ଗରମଗରମ ଖାଇଲେ ଖୁବ୍ ଭଲ ଲାଗେ |

Comments

comments