OdiaWeb- Odia Film, Music, Songs, Videos, SMS, Shayari, Tourism, News

ମାଛ ରୋଷ୍ଟ

Fish Roast

Fish Roast

ସାମଗ୍ରୀ:
(ଅଧକିଲୋ ବଡ଼ ରୋହିମାଛ, ଗୋଟିଏ ପିଆଜ, ଗୋଟିଏ ରସୁଣ, ଅଧ
ଚା ଚାମଚ ଲଙ୍କା ଗୁଣ୍ଡ, ୧ ଟେବୁଲ ଚାମଚ ଭେନିଗର ୧ ଟେବୁଲ ଚାମଚ ରିଫାଇନ୍‌,
ତେଲ, ଦରକାର ମୁତାବକ ଲୁଣ ।) ।

ପ୍ରସ୍ତୁତି : ପିଆଜ, ରସୁଣ ବାଟି ଦେଇ ପରିମାଣ ମୁତାବକ ଲୁଣ, ଲଙ୍କା,
ଭେନିଗର ଦେଇ ମାଛକୁ ଗୋଳାଇ ନେଇ ୨ ଘଣ୍ଟା ରଖ । ବେକିଂ ଡିସ୍‌ରେ ତେଲ
ଦେଇ ଗରମ କର । ଡିସ୍‌ ଗରମ ହେଲା ପରେ ମାଚ ରଖି ବେକ୍‌ କର । ୧୫ ।
ମିନିଟ୍‌ରେ ଏହା ବେକ୍‌ ହୋଇଯିବ । ମଝିରେ ଥରେ ଏହାକୁ ଓଲଟାଇ ଦେବେ ।

Comments

comments