OdiaWeb- Odia Film, Music, Songs, Videos, SMS, Shayari, Tourism, News

ମାଂସ ଘୁଘୁନି

Mutton Ghughuni

Mutton Ghughuni

ସାମଗ୍ରୀ:
ମଟର ୫୦୦ ଗ୍ରାମ୍ ,ମଟନ୍ ୫୦୦ ଗ୍ରାମ୍ ,ପିଆଜ ବଡ ସାଇଜର ୫ ଟି,ଅଦା ୨ ଇଞ୍ଚ ,ରସୁଣ ଗୋଟିଏ,ଲଙ୍କା ଗୁଣ୍ଡ ଏକ ଚାମଚ,କଞ୍ଚାଲଙ୍କା ତିନୋଟି,କରି ପାଉଡର ୧ ଚମଚ, ତେଜପତ୍ର ଗୋଟିଏ,ଚିନି ଏକ ଚମଚ,ହଳଦୀ ଓ ଲୁଣ ଆବଶ୍ୟକ ପରିମାଣର |

ପ୍ରସ୍ତୁତି:

ମଟରରେ ଅଳ୍ପ ଖାଇବା ସୋଡା ଦେଇ ଗୋଟିଏ ରାତି ଭିଜେଇବା ପରେ ତାକୁ ସିଝାନ୍ତୁ |ପିଆଜ ,ଅଦା,ରସୁଣ ବାତି ଦେଇ ଗୋଟିଏ ପାତ୍ରରେ ତେଲ କିମ୍ବା ଘିଅ ଗରମ କରି ସେଥିରେ ତେଜପତ୍ର,ବଟା ମସଲା,ଆବସ୍ଘ୍ୟକ ପରିମାଣର ଲୁଣ ,ହଳଦୀ,ଲଙ୍କା ,କରିପାଉଡର୍ ଓ ମାଂସ ଦେଇ କଷି ଦିଅନ୍ତୁ |ବିଲାତି ପକାଇ ଭଲଭାବରେ କଷିବା ପରେ ସେଥିରେ ଚିନି ଦିଅନ୍ତୁ |ତାପରେ ତାକୁ ଘୋଡେଇ ରଖନ୍ତୁ |ଏହା ସିଝିଗଲାପରେ ସେଥିରେ ଚିନି ଦିଅନ୍ତୁ |ତା ପରେ ତାକୁ ଚୁଲିରୁ ଓହ୍ଲାଇ କିଛି ସମୟ ପରେ କଟା ହୋଇଥିବା ଧନିଆ ପତ୍ର ଓ କଞ୍ଚାଲଙ୍କା ସଜାନ୍ତୁ |

Comments

comments