OdiaWeb- Odia Film, Music, Songs, Videos, SMS, Shayari, Tourism, News

ମାଂସ କଚୁଡି

Chicken Kachoodi

Chicken Kachoodi

ସାମଗ୍ରୀ:
(୨କପ୍‌ ମଇଦା, ୧୦୦ ଗ୍ରାମ ମାଂସ, ଦେଢ଼ ସେମି ଅଦା, ୪1୫ ପାଖୁଡା
ରସୁଣ, ଗୋଟିଏ ପିଆଜ, ୧ ଚା ଚାମଚ ଗରମ ମସଲା, ଛାଣିବା ପାଇଁ ତେଲ,
ଅଥ ଚା ଚାମଚ ଲଙ୍କା ଗୁଣ୍ଡ, ଦରକାର ମୁତାବକ ଲୁଣ ଓ ହଳଦୀ ।)

ପ୍ରସ୍ତୁତି : ୧୦୦ ଗ୍ରାମ ମାଂସକୁ ଲୁଣ, ହଳଦୀ ଦେଇ, ସିଝାଇ ଦିଅ |
ସିଝିଗଲେ ମାଂସରୁ ପାଣି ଶୁଖାଇ ଦେବେ ଓ ପାଣି ଶୁଖିଗଲେ ସିଝା ମାଂସକୁ ଶିଳରେ
ଖଦଖଦଡା କରି ବାଟି ନିଅ । ପିଆଜ, ଅଦା ଓ ରସୁଣ ବାଟି ନିଅ । କଡ଼ାଇରେ ୨
ଟେବୁଲ ଚାମଚ ତେଲଦେଇ ପିଆଜ ମସଲା ଭାଜ । ମସଲା ଅଧଭଜା ହେଲେ ମାଂସ
ବଟା ଲଙ୍କା ଗୁଣ୍ଡ) ଗରମ ମସଲା ଗୁଣ୍ଡ ଦେଇ ଭଲ ଭାଵରେ ଭାଜିନିଅ । ମୂରଇଦାରେ
ମାଖନ ଦେଇ ଟାଣ କରି ଦଳିବ । ଦଳାକୁ ୧୨ ଭାଗ କର ମାଂସ ପୁରୁକୁ ୧୨
ଭାଗକର । ଗୋଟିଏ ଭାଗ ମଇଦାରେ ଗୋଟିଏ ଭାଗ ମାଂସ ପୁର ଦେଇ ବନ୍ଦ କରି
ଦିଅ ଆସ୍ତୋ ଆସ୍ତେ କଚୁଡ଼ିକୁ ବେଲି କମ୍‌ ନିଆଁରେ ଭାଜ ।

Comments

comments