ସାମଗ୍ରୀ:
(୩ କପ୍ ମଇଦା, ୧ କପ୍ ଚୁଡ଼ା, ୧ କପ୍ ଗଜାମୁଗ, ୨ଟା ପିଆଜ,
ଦେଢ଼ ସେମି ଅଦା, ୬ଟା କଞ୍ଚା ଲଙ୍କା, ଖଟା ଚଟଣି ବିଟ୍ ଲୁଣ, ଜିରା ଲଙ୍କା ଗୁଣ୍ଡ,
ଫାଳେ କାଗଜି ଲେମ୍ବୁ, ଦରକାର ମୁତାବକ ଲୁଣ ।)
ପ୍ରସ୍ତୁତି : ଅଳ୍ପ ମଖନ ଦେଇ ମଇଦାକୁ ଦଳିନିଅ । କଡ଼ା କଡ଼ା ଲୁଚି
(ପୁରୀ) ସେଥିରେ ଛାଣି ରଖ ‘ | ପିଆଜ, କଞ୍ଚାଲଙ୍କା ଓ ଅଦାକୁ ଚୁନେଇ କାଟି
ରଖ । ଗୋଟିଏ ପ୍ଲେଟରେ ଦୁଇଟା ପୁରିକୁ ଭାଙ୍ଗି ଭାଙ୍ଗି ରଖ । ତା’ ଉପରେ ଏକ
ଗଜାମୁଗ, ଦୁଇ ଟେବୁଲ ଚାମଚ ଚୁଡ଼ା ଭଜା, ପିଆଜ, ଅଦା ଓ କଞ୍ଚାଲଙ୍କା କଟା
ଛିଞ୍ଚ୍ ରଖ । ମିଠା ଚଟଣି, ଖଟା ଚଟାଣି, ଜିରାଲଙ୍କା ଗୁଣ୍ଡ, ବିଟ ଲୁଣ ଓ ଟିକେ
କାଗଜି ରସ ଛିଞ୍ଚି ଦେଇ ପ୍ଲେଟରେ ରଖିବା ସାଙ୍ଗେ ସାଙ୍ଗେ ଖାଇବାକୁ ଦେବେ ।