OdiaWeb- Odia Film, Music, Songs, Videos, SMS, Shayari, Tourism, News

ବେସନ ଲଡୁ

Besana Laddu

Besana Laddu

ସାମଗ୍ରୀ:
( ୨ କପ୍‌ ବେସନ ଦେଢ଼ କପ୍‌ ଚିନି, ୧ କପ୍‌ ଘିଅ ୬ଟା ଗୁଜୁରାତି) |

ପ୍ରସ୍ତୁତି : ଚିନିରେ ଅଧ କପ୍‌ ପାଣି ଦେଇ ରସ କରିବେ । ରସକୁ କମ୍‌
ନିଆଁରେ ଶୁଖାଇ ଶୁଖାଇ ପୁରା ଚିନି କରିଦେବେ । ସେଇ ଚିନିକୁ ଶିଳରେ ଚୁରି
ନେବେ । ଘିଅରେ ବେସନକୁ କମ୍‌ ନିଆଁରେ ଭାଜିବେ । ବେସନ ଭଜାରୁ ଭଲ
ବାସ୍ନା ଆସିଲେ ଓହ୍ଲାଇ ନେଇ ଥଣ୍ଡା କରିବେ । ଥଣ୍ଡା ହେଲେ ଗୁଜୁରାତି ଗୁଣ୍ଡ ଓ ଚିନି
ଦେଇ ଭଳ ଭାବରେ ମିଶାଇ ଲଡୁ କରିବେ ।

Comments

comments