OdiaWeb- Odia Film, Music, Songs, Videos, SMS, Shayari, Tourism, News

ବେକିଂ ପନିର୍

Beaked Paneer

Beaked Paneer

ଉପାଦାନ:
ଛେନା ବା ପନିର୍ ୧୦୦ ଗ୍ରାମ୍
ଲଙ୍କା ଗୁଣ୍ଡ ଅଧା ଚାମଚ
ଜିରାଗୁଣ୍ଡ ଅଧା ଚାମଚ
ଧନିଆ ପତ୍ର ୧୫ ଗ୍ରାମ୍
ଅଦା ୧୦ ଗ୍ରାମ୍
ଟମାଟୋ ସସ୍ ୨ ବଡ ଚାମଚ
କଟା ପନୀର ୨ ବଡ ଚାମଚ
ଖାଲି ଛେନା ୫୦ ଗ୍ରାମ୍
ଲୁଣ,ଗୋଲମରିଚ ଗୁଣ୍ଡ,ପେସ୍ତାବାଦାମ ଆବଶ୍ୟକ ପରିମାଣର |

ପ୍ରସ୍ତୁତି: ଏକ ଓଭନ ଗିନାରେ ଘିଅ ମାଖି ରଖନ୍ତୁ |ଏଥିରେ ଛେନାକୁ ଅଳ୍ପ ଲୁଣ ମିଶାଇ ରଖନ୍ତୁ |ମଝିରେ ଖାଲ ରଖନ୍ତୁ |ଆଉ ଏକ ପ୍ୟାନ୍ ରେ ଘିଅ ମାଖି କଟା ଅଦା,ଲଙ୍କା ଗୁଣ୍ଡ,ଟମଟୋ ସସ୍,ଲୁଣ,ମରିଚଗୁଣ୍ଡ,ଧନିଆ ପତ୍ର ,ଜିରାଗୁଣ୍ଡ ଓ ଛେନା ଏବଂ କଟା ପନିର୍ ର ମିଶ୍ରଣ ପ୍ରସ୍ତୁତ କରି ଓଭେନ୍‌ରେ ଥିବା ଛେନା ଗର୍ତ୍ତରେ ଭରନ୍ତୁ |ଏଥର ଓଭେନ୍ ରେ ଢାଙ୍କୁଣୀ ମାରି ଦେଇ ୧୦ମିନିଟ୍ ବେକ୍ କରନ୍ତୁ |୧୦ମିନିଟ୍ ପରେ ଏକ ପ୍ଲେଟରେ ଢାଳିଏହା ଉପରେ ପେସ୍ତା ଖଣ୍ଡ ଖଣ୍ଡ କରି ସଜାନ୍ତୁ |

Comments

comments