OdiaWeb- Odia Film, Music, Songs, Videos, SMS, Shayari, Tourism, News

ବୁଟଡାଲି ତଡକା

Buta Dali Tadaka

Buta Dali Tadaka

ଉପାଦାନ

ବୁଟ ଡାଲି ୪୦୦ ଗ୍ରାମ୍
ଅଣ୍ଡା୪ଟା
ତେଲ
କଟା ଧନିଆ ପତ୍ର
ହଲଦୀ,ଘିଅ,ଲୁଣ
ଗରମ ମସଲା,କଟା ପିଆଜ
ଅଦା ରସୁଣ,ଲଙ୍କା,ପୋସ୍ତକ
ଜିରା ବଟା,କଟା ଟମାଟୋ ୧ଟେ

ପ୍ରସ୍ତୁତି:

ପ୍ରଥମେ ବୁଟଡାଲିକୁ ରାନ୍ଧିବାର୨-୩ ଘଣ୍ଟାପୁର୍ବରୁ ପାଣିରେ ବତୁରାଇ ହଳଦୀ ଓ ଲୁଣ ପକାଇ ସିଝାଇ ଦିଅନ୍ତୁ |କଡେଇରେ ତେଲ ଗରମ କରି ଟିକେ ଚିନି ପକାଇ ଯଥେଷ୍ଟ କଟା ପିଆଜ ପକାନ୍ତୁ |ପିଆଜ ଲାଲ୍ ହୋଇ ଆସିଲେ ଟିକେ ଜିରା ଫୁଟଇ ବଟା ମସଲା ଓ କଟା ଟମାଟୋ ପକାଇ କଷନ୍ତୁ |ତାପରେ ଅଣ୍ଡା ସିଝା ବୁଟକୁ ପକାଇ କଷି ଅଳ୍ପ ପାଣି ଦେବେ |ଅଳ୍ପ ପାଣି ଦେଇ ଗରମ ମସଲା ଓ ଅଣ୍ଡା ପକାନ୍ତୁ |ଧନିଆ ପତ୍ର ପକାଇ ତଳକୁ ଓହ୍ଲାନ୍ତୁ |

Comments

comments