OdiaWeb- Odia Film, Music, Songs, Videos, SMS, Shayari, Tourism, News

ବିରି, ଚାଉଳ ଲୁଣି ପୋଡ଼ପିଠା

Luni Poda Pitha

Luni Poda Pitha

ସାମଗ୍ରୀ:
(୫୦୦ ଗ୍ରାମ , ଅରୁଆ, ୫୦୦ ଗ୍ରାମ୍‌ ବିରି, ୩ ସେ.ମି. ଅଦା, ୬ଟା
କଞ୍ଚା ଲଙ୍କା, ଅଧକପ୍‌ ଘିଅ ପରିମାଣ ମୁତାବକ ଲୁଣ ।)


ପ୍ରସ୍ତୁତି : ଭିଜା ବିରି ଓ ଚାଉଳ ଛିକକ୍‌ଣ କରି ବାଟିନିଅ |ବଟା ଶୁଖିଲା ଶୁଖିଲା ହେଲେ ଭଲ |ବାଟିଲା ପରେ ୧ ଘଣ୍ଟା ରଖିନିଅ |ସେଥିରେ ଲୁଣ,ଘିଅ,ଅଦା ଓ କଟାଲଙ୍କା ପକାଇ ଭଲଭାବରେ ମିଶାଅ
। ଏହା ଓଭନ୍‌ ପାତ୍ରରେ ରଖି କେକ୍‌ କରିବେ ।

Comments

comments