OdiaWeb- Odia Film, Music, Songs, Videos, SMS, Shayari, Tourism, News

ପୋଟଳ ରୋଷ୍ଟ

potala rosta

potala rosta

ସାମଗ୍ରୀ:
୧୦ ଟା ପୋଟଳ
୨ଟା ପିଆଜ
ଦେଢ ସେ.ମି ଅଦା
୬ଟା ଲାଲଲଙ୍କା
୧ଫୁଟ ତେନ୍ତୁଳି
ଅଧକପ୍ ତେଲ
ଦରକାର ମୁତାବକ ଲୁଣ ଓ ହଳଦୀ
ପ୍ରସ୍ତୁତ:
ପୋଟଳ ଚୋପା ଛଡାଇ ଦେବ |ଗୋଟା ପୋଟଳର ଦୁଇ ସାଇଡକୁ ଟିକେ ଟିକେ କାଟି ଦେବ |ପରେ କଡାଇରେ ତେଲ ଦେଇ ପୋଟଳ ,ଲୁଣ ,ହଳଦି ଦେଇ କମ୍ ନିଆଁ ର ଢାଙ୍କୁଣୀ ଦେଇ ରଖିବ ୤ପୋଟଳ ନରମ ହୋଇ ଆସିଲେ ଅଦା କଟା ଓ ଚିନି ଦେବ |ତେନ୍ତୁଳିକୁ ୧ କପ୍ ପାଣିରେ ରସ କରି ଦେଇ ଦେବ |ତେନ୍ତୁଳି ରସ ଶୁଖି ଭଜାଭଜା ହେଲେ ଏହା ଓହ୍ଲାଇ ଦେବ |

Comments

comments