Share Facebook Twitter LinkedIn Pinterest Email Paobhaji ସମଗ୍ରୀ : ସିଝା ଆଳୁ-୫୦୦ଗ୍ରାମ୍ ସିଝା ଗ୍ରୀନ୍ ମଟର -୧ କପ୍ ବଟର -୧୫୦ ଗ୍ରାମ କଞ୍ଚାଲଙ୍କା-୨ଟି ( କଟା ) ଅଦାବଟା -୨ ଚାମଚ କଟା ଟମାଟୋ -୧ କପ୍ ଲଙ୍କା ଗୁଣ୍ଡ -୧ ଚାମଚ ପାଓ ଭାଜି ମସଲା-୧ ଚାମଚ ଧନିଆପତ୍ର-୨ ଚାମଚ କଟା ଲେମ୍ବୁରସ-୧ ଚାମଚ ପାୱ୍ ବ୍ରେଡ-୪ ପିସ୍ (ବଜାରରେ ମିଳେ) ଲୁଣ- ସ୍ୱାଦାନୁସାରେ ପ୍ରଣାଳୀ: ଆଳୁକୁ ଚୋପା ଛଡାଇ ଚକଟି ଅଲଗା ରଖନ୍ତୁ | ପ୍ୟାନ୍ରେ ୧୦୦ ଗ୍ରାମ୍ ବଟର ପକାଇ କଞ୍ଚାଲଙ୍କା ,ରସୁଣବଟା ପକାଇ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ | କଟା ଟମାଟୋ,ଲଙ୍କାଗୁଣ୍ଡ ଓ ପାଓଭାଜି ମସଲା ପକାଇ ଭାଜନ୍ତୁ | ୨ ମିନିଟ୍ ପରେ ଚକଟା ଆଳୁ, ସିଝା ମଟର ,ଅଧାକପ୍ ପାଣି ,୨ ଚାମଚ ବଟର ଦେଇ ଭଲ ଭାବରେ ଘାଣ୍ଟନ୍ତୁ | ପାଓକୁ ମଝିରେ ଗୋଲାକାରରେ କାଟି ପଟରେ ବଟର ଲଗାଇ ସେକି ଖାଇବାକୁ ଦିଅନ୍ତୁ | କଟା ଧନିଆପତ୍ର ଲେମ୍ବୁରସ ଓ କଟାପିଆଜ ପକାଇ ସର୍ଭ ପାଓ ସହିତ | × Download Image You need to wait 5 before you can proceed Download Comments comments New Odia Recipe Odia Recipe