ଉପାଦାନ: ୨୦ ଗ୍ରାମ୍ ହାଲକା ଭଜା ହୋଇଥୁବା ଧନିଆ, ୨୦ ଗ୍ରାମ୍ ଭଜା ଶୁଖିଲା ଲଙ୍କା, ୨୦ ଗ୍ରାମ୍ ଭଜା ଜିରା, ୧୦ ଗ୍ରାମ୍ ଗୋଲମରିଚ, ୨୦ ଆମଚୁର ୫ ଗ୍ରାମ୍ ରସୁଣ, ୫ ଗ୍ରାମ୍ ହଳଦୀ ପାଉଡ଼ର, ୫ ଗ୍ରାମ୍ ଅଦା, ୫ ଗ୍ରାମ ମେଥିଗୁଣ୍ଡ, ୫ ଗ୍ରାମ୍ ବଡ଼ ଅଳେଇଚ, ୫ ଗ୍ରାମ୍ ତ୍ରିଫଳାଗୁଣ୍ଡ, ୫ ଗ୍ରାମ୍ ତେଜପତ୍ର,୫ ଗ୍ରାମ୍ କଳା ଲବଣ, ସ୍ଵାଦ ଅନୁସାରେ ଲୁଣ |
ପ୍ରସ୍ତୁତି: ଉପର ଲିଖିତ ସମସ୍ତ ମସଲାକୁ ଏକା ସଙ୍ଗେ ଶୁଖିଲାରେ ଗ୍ରାଇଣ୍ଡିଂ କରି ପବନ ନପଶି ପାରିବା ଭଳି ଏକ ଡବାରେ ଟାଇଟ୍ କରି ଭରିଦିଅନ୍ତୁ ।ପାଓଭାଜୀ ବ୍ୟତୀତ ଅନ୍ୟ ରନ୍ଧନ ସାମଗ୍ରୀରେ ମଧ୍ଯ ଏହାକୁ ବ୍ୟବହାର କରିପାରନ୍ତି ।
ଏହା ରନ୍ଧନ ସାମଗ୍ରୀକୁ ବେଶ୍ ସ୍ଵାଦିଷ୍ଟ ଓ ରୁଚି କର କରିଥାଏ ।
Comments
comments