ଉପାଦାନ: ନିମକଢ଼ ଦୁଇ ବିଡ଼ା, ବାଇଗଣ, ଲଙ୍କା, ଆଳୁ ଓ ପିଆଜ ଗୋଟିଏ ଲେଖାଏଁ, ରସୁଣ ୩ କୋଲୀ, ତେଲ ଦୁଇ ଚାମଚ, ହଳଦୀ, କରି ପାଉଡ଼ର .୧
ଚାମଚ, ଫୂଟଣ, ଆବଶ୍ୟକତା ଅନୁଯାୟୀ ଲୁଣ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ତେଲ ଓ ଫୁଟଣ ପକାଇ କଟା ପିଆଜ ଓ ରସୁଣକୁ ଭାଜି ନିଅନ୍ତୁ | ତା’ପରେ ପରିବା, କରି ପାଉଡ଼ର ଲୁଣ ଦେଇ ଭାଜନ୍ତୁ । ପରିବା ସିଝି ଆସିଲେ ନିମକଢ଼ ଗୋଳାଇ ଓହ୍ଲାଇ ଆଣନ୍ତୁ ଓ ଉଷୁମ ଉଷୁମ ପରଷନ୍ତୁ ।
Comments
comments