OdiaWeb- Odia Film, Music, Songs, Videos, SMS, Shayari, Tourism, News

ତନ୍ଦୁରୀ ଚିକେନ

Tandoori_chicken_laccha_piyaz1_(36886283595)

Tandoori_chicken_laccha_piyaz1_(36886283595)

ଗୋଟିଏ କୁକୁଡ଼ାର ସମ୍ପୂର୍ଣ୍ଣ ଗୋଟା ମାଂସ ପ୍ରାୟ ୭୦୦ ଗ୍ରାମ୍‌)କୁ ତିନି ଖଣ୍ଡ
କରନ୍ତୁ । ଏହି ମାଂସକୁ ବିଭିନ୍ନ ସ୍ଥାନରେ ଡାମ୍ଫରଣରେ ୧୦/୨ ୦ଟି ଲେଖାଏଁ ଫୋଡି
କଣା କରନ୍ତୁ। ୨ ୫ ଭାଗ କାଶ୍ମୀରି ମରିଚ ଓ ୧୦ ଗ୍ରାମ୍‌ ଗରମ ମସଲା ଗୁଣ୍ଡ, ଦୁଇଟି
ଲେମ୍ବୂର ରସ, ବଟା ରସୁଣ ଓ ଅଦାରୁ ଚାମୁଚେ ଲେଖାଏଁ, ଲୁଣ ଓ ଗୋଲମରିଚ
ଗୁଣ୍ଡ ସ୍ଵାଦ ଅନୁଯାୟୀ ନେଇ ୨ ୫୦ ଗ୍ରାମ୍‌ ଦହିରେ ମିଶାଇ ଏହି ମାଂସର ଚାରିଆଡେ
ଗୋଳାଇ ସାରା ରାତି କିମ୍ବା ଦିନବେଳା ପ୍ରାୟ ୬ ଘଣ୍ଟା ରଖିଦିଅନ୍ତୁ । ଏହାପରେ ଏହି ମାଂସକୁ ଓଭେନ୍‌ରେ ୧୫/ ୨୦ ମିନିଟ୍‌ ବେକ୍‌ କରନ୍ତୁ | ମଝିରେ ଥରେ ଦୁଇଥର
ମାଂସକୁ ଓଲଟାଇବେ । ଶହେ ଗ୍ରାମ ଲେଖାଏଁ ପୁଦିନାପତ୍ର ଓ ଧନିଆ ପତ୍ରକୁ କିଛି
କଞ୍ଚାଲଙ୍କା, ଅଦା, ରସୁଣ, ଦୁଇଚି ଲେମ୍ବୁର ରସ, ୫୦ ଗ୍ରାମ୍‌ ଦହି, ଚାମୁଚେ ଚାଟ
ମସଲା ଓ ଲୁଣ କିଛି ମିଶାଇ ଭଲଭାବେ ବାଟିଦିଅନ୍ତୁ । ଚିକେନକୁ ଗୋଟା କିମ୍ବା ଖଣ୍ଡ
ଖଣ୍ଡ କରି କାଟି ଏହି ଚଟଣୀ ସହିତ ଗରମ ଗରମ ପରଷନ୍ତୁ ।

Comments

comments