ଉପାଦାନ୍:
କଞ୍ଚାଲଙ୍କା ୨୦ଟି
ଆଳି ୫ ଟି,କଞ୍ଚା ଟମାଟୋ ୨ଟି
ରସୁଣ ୬ କୋଲା,ଲୁଣ ସ୍ବାଦ ଅନୁସାରେ
ପ୍ରସ୍ତୁତ:ଆଳୁକୁ ସିଝାଇ ଚୋପା ଛଡାଇ ଦିଅନ୍ତୁ |ଗ୍ରାଇଣ୍ଡରରେ ଏହି ସିଝା ଆଳୁ,କଞ୍ଚାଲଙ୍କା ଓ ଟମାଟକୁ କାଟି ପକାଇ ଦିଅନ୍ତୁ |ରସୁଣ ଓ ଲୁଣ ମଧ୍ୟ ପକାଇ ଭଲଭାବରେ ବାଟି ଦିଅନ୍ତୁ |ଏହାକୁ ଅଧିକ ଦିନ ରଖିବାକୁ ହେଲେ ଗୋଟିଏ ଚାମଚ ଭିନେଗାର ମିଶାଇ ବାଟିନିଅ |
Comments
comments