OdiaWeb- Odia Film, Music, Songs, Videos, SMS, Shayari, Tourism, News

ଚିକେନ୍‌ କ୍ରିମ୍‌

Chicken Crim

ଉପାଦାନ: ଚିକେନ ୧ କେଜି, ତେଲ ୩ ଟେବୁଲ ଚାମୁଚ, ପିଆଜ ୨ଟି ଛେଚା, କାଜୁ ୨୫ ଗ୍ରାମ୍‌, ଦହି ୧୫୦ ଗ୍ରାମ୍‌, କଞ୍ଚାଲଙ୍କା ୪ଟା ୤

ପ୍ରସ୍ତୁତି: ଏକ କେଜି ଚିକେନ୍‌କୁ ଛୋଟ ଛୋଟ ଖଣ୍ଡ କରି କାଟନ୍ତୁ ଓ ଦିଅନ୍ତୁ। ପ୍ୟାନ୍‌ରେ ତେଲ ଗରମ କରି ଏକ କପ୍‌ ପିଆଜ ଛେଚା ପକାନ୍ତୁ ୨୫ ଗ୍ରାମ୍‌ କାଜୁ ବଟା, ୧୫୦ ଗ୍ରାମ୍‌ ଦହି ଓ ୪ଟି କଞ୍ଚା ଲଙ୍କା ପକାନ୍ତୁ । ବହଳିଆ ହୋଇଯିବା ପରେ ଚିକେନକୁ ପକାଇ ଅଳ୍ପ ପାଣି ଦିଅନ୍ତୁ । ଝୋଳା ଦେଖାଯିବା ପରେ ଓହ୍ଲାଇ ଗରମ ଗରମ ପରଖନ୍ତୁ ।

Comments

comments