OdiaWeb- Odia Film, Music, Songs, Videos, SMS, Shayari, Tourism, News

ଗଜା ମୁଗ ଘାଣ୍ଟ

Gajamuga tarakari

Gajamuga tarakari

ଉପାଦାନ:
୨ କପ୍‌ ଗଜାମୁଗ, ବିଭିନ୍ନ ପରିବା, ୫-୬ ଟି ତେଜପତ୍ର ୨୫ ଗ୍ରାମ୍‌ ଖଣ୍ଡ ନଡ଼ିଆ, ୫୦ ଗ୍ରାମ୍‌ କାଜୁ/ ୧ ଚାମଚ ହଳଦୀ ଗୁଣ୍ଡ, ୬ପାଣି, ୧ ଚାମଚ ତେଲ, ୧ ଚାମଟ ଧନିଆ, ୩ ଶୁଖିଲା ଲଙ୍କା, ୨ ଚାମଚ
ସ୍ଵାଦ ଅନୁସାରେ ଲୁଣ, ୧ ଚାମଟ ଘିଅ, ଟିକିଏ ହେଙ୍ଗୁ ଓ ଏକ ଚାମଚ ସୋରିଷ

ପ୍ରଣାଳୀ: ଗଜା ମୁଗ ଓ ପରିବା ଖଣ୍ଡକୁ ଭଲ ଭାବରେ ଧୋଇ ଦିଆ ତେଜପତ୍ର, ଖଣ୍ଡ ନଡ଼ିଆ, କାଜୁ ଖଣ୍ଡ ଓ ହଳଦୀ ପକାଇ ମୁଗ ଓ ପରିବା ସିଝାଇ ଭଲ ଭାବରେ ସିଝିଗଲା ପରେ ଅନ୍ୟ ଏକ ପାତ୍ରରେ ତେଲ ଗରମ କରି ଲଙ୍କାକୁ ଭାଜି ଗ୍ରାଇଣ୍ଡରରେ ବାଟି ଦିଅନ୍ତୁ । କରେଇରେ ପରିବା, ସିଝା ମୁଗ ଓ ଏ ବଟାକୁ ଏକାଠି ମିଶାଇ ଦିଅନ୍ତୁ । ଚିନି ଓ ଲୁଣ ମିଶାନ୍ତୁ ଓ ଚୁଲ୍ଲାରେ ବସାନ୍ତୁ । ଅନ୍ୟ ଏକ ପ୍ୟାନ୍‌ରେ ଘିଅ ଗରମ କରି ସୋରିଷ ଫୁଟାନ୍ତୁ ଓ ହେଙ୍ଗୁ ଦିଅନ୍ତୁ । ଗୋଟିଏ ଦୂଇଟି ତେଜପତ୍ର ପକାଇ ପାରନ୍ତି । ଏହି ଫୁଟଣକୁ ମୁଗରେ ମିଶାଇ ଦିଅନ୍ତୁ । ପରିବା ଓଉ କିମ୍ବା ଟମାଟୋ ନ ଥଲେ ଅଳ୍ପ ତେନ୍ତୁଳି ମଣ୍ଡ ମସଲା ସହିତ ମିଶାଇ ପାରିବେ |

Comments

comments