ଉପାଦାନ: ଗୋଟିଏ ବଡ଼ ଫୁଲକୋବି, ୨୫୦ ଗ୍ରାମ୍ ବେସନ,ଆବଶ୍ୟକ ପରିମାଣର ସୋଡ଼ା, ଛଣା ର ତେଲ ।
ପ୍ରସ୍ତୁତି:
ପ୍ରଥମେ କୋବିଟିକୁ ଛୋଟ ଛୋଟ କରି କାଟି ଉଷୁମ ପାଣିରେ ହଳଦୀ ପକାଇ ଧୋଇଦିଅନ୍ତୁ | ବେସନରେ ପାଣି, ଲୁଣ ଓ ପକାଇ ଦିଅନ୍ତୁ ପ୍ରସ୍ତୁତ କରନ୍ତୁ | । କଢଇ ବସାଇ ଗରମ କରନ୍ତୁ |କୋବି ଖଣ୍ଡକୁ ପେଷ୍ଟ ବେସନରେ ବୁଡାଇ ଛାଣିନିଅନ୍ତ୍ତୁ |ଯେପରି କଢା ନହୁଏ |ପ୍ଲେଟରେ ଗରମ ଗରମ କୋବି ପକୋଡା ସହିତ ଟମାଟୋ ଓ ଚିଲି ସସ୍ ଏବଂ କଳାଲୁଣ ଦେଇ ପରଷନ୍ତୁ |