OdiaWeb- Odia Film, Music, Songs, Videos, SMS, Shayari, Tourism, News

କାନିକା ମିଠା ପଲାଉ

Mitha Kanika

Mitha Kanika

ପ୍ରସ୍ତୁତି ସାମଗ୍ରୀ:
ବାସମତୀ ଚାଉଳ ୨ କପ୍,କାଜୁ ୧୫ଟି,କିସ୍‌ମିସ୍‌ ୧୫ଟି,ଚିନି ୧ କପ୍,ଘିଅ ୪ ଚାମଚ,ଡାଲଚିନି,ଗୁଜୁରାତି,ଲବଙ୍ଗ,ଲୁଣ,ହଳଦୀ|

ପ୍ରଣାଳୀ:
ପ୍ରଥମେ କାଜୁ ଓ କିସ୍‌ମିସ୍‌ କୁ ଭାଜି ରଖ |କୁକ୍‌ରେ ରେ ଘିଅ ଦେଇ ଗୁଜୁରାତି,ଲବଙ୍ଗ,ଡାଲଚିନି ଦେଇ ଚାଉଳକୁ ଭାଜ,ଚାଉଳ ଭାଜି ହେଲେ ପାଣି ଦେଇ ପ୍ରେସର ଦିଅ |ଗୋଟିଏ ହୁଇସିଲ୍ ଦେଲେ ପ୍ରେସର୍ ଓହ୍ଲାଇ ଦିଅ |ଢାଙ୍କୁଣି ଖୋଲି ଚିନି,କାଜୁ,କିସ୍‌ମିସ୍ ଗୋଳୈଇ ୨ ମିନିଟ୍ ଚୁଲାରେ ସିମ୍ ରେ ଘାଣ୍ଟ |ଉପରେ ଗୁଆଘିଅ ଦେଇ ଓହ୍ଲାଅ |

Comments

comments