OdiaWeb- Odia Film, Music, Songs, Videos, SMS, Shayari, Tourism, News

କାଜୁ ବିସ୍କୁଟ୍

kaju-biscuit
kaju-biscuit

ସାମଗ୍ରୀ:
ମଇଦା-୧ କପ୍
କାଜୁ ଦରକୁଟା-୧ କପ୍
ଆରାରୁଟ୍-୧ କପ୍
ଗୁଣ୍ଡଚିନି-୧ କପ୍
ବଟର-୧ କପ୍
ବେକିଂ ପାଇଡର- ୧/୨ ଚାମଚ
କାଜୁବଟା- ୧ କପ୍
ଇଷ୍ଟ- ୧/୨ ଚାମଚ
ଚିନି- ୨ ଚାମଚ
ଦହି-୧ ଟେବୁଲ୍-ଚାମଚ
ପ୍ରଣାଳୀ:
ମଇଦା,ଆରାରୁଟ ଓ ବେକିଂ ପାଉଡର ଚଲାଇ ରଖନ୍ତୁ । ଦହିରେ ଇଷ୍ଟ ମିଶାଇ ଦେଇ ହାତରେ ଦଳନ୍ତୁ । ବଟର ଚିନି ଫେଣ୍ଟି ,କାଜୁବଟା ମିଶାଇ ଏହି ମିଶ୍ରଣକୁ ଏକାଠି କରି ଖୁବ୍ ଦଳନ୍ତୁ । ଶେଷରେ କାଜୁ ଗୁଣ୍ଡ ପକାଇ ଦଳି ବିସ୍କୁଟ ଗଢନ୍ତୁ । ପ୍ରିହିଟେଡ୍ ଓଭାନରେ ବେକ୍ କରନ୍ତୁ ।(୩୦ ମି.ରେ ୧୩୦cରେ)

Comments

comments