OdiaWeb- Odia Film, Music, Songs, Videos, SMS, Shayari, Tourism, News

କଳମ୍ବ ଶାଗ ବରା

Kalamba Shaga Bara

Kalamba Shaga Bara

ପ୍ରସ୍ତୁତି ସାମଗ୍ରୀ : ୨ ବିଡ଼ା କଳମ୍ବଶାଗ, ସିଝା ହୋଇଥିବା ଗୋଟିଏ ବଡ଼
ଆଳୁ, ୫୦ ଗ୍ରା.ପୋସ୍ତ, ୨ ଚାମଚ ବେସନ, ଗୋଟିଏ ପିଆଜ, ୪ଟି କଞ୍ଚାଲଙ୍କା, ଦେଢ଼
ଚାମଟ ସିଝା ହୋଇଥିବା ହଳଦି, ଛାଣିବା ପାଇଁ ତେଲ, ସ୍ଵାଦ ଅନୁଯାୟୀ ଲୁଣ |

ପ୍ରସ୍ତୁତ ପ୍ରଣାଳୀ : ଶାଗୁକୁ ଧୋଇ ଚୂନା ଚୂନା କ କରି କାଟନ୍ତୁ । ପିଆଜକୁ ଚୂନା ଚୂନା କରି କାଟନ୍ତୁ । ଗୋଟେ ପାତ୍ରରେ କଟାଶାଗ ରଖି ଏଥୁରେ ପିଆଜ ପକାନ୍ତୁ ।ସିଝାଆଳୁକୁ ଚକଟି, କଞ୍ଚାଲକାକୁ ଚୂନା ଚୂନା କାଟି ଏଥୁରେ ପକାନୁ | ବେସନ, ଲୁଣ ଓ ଗୁଣ୍ଡହଳଦି ପକାର ଗୋଳେଇ ଦିଅନ୍ତୁ । ଗୋଟେ ଥାଳିରେ ପୋସ୍ତକୁ ଖେଳେଇ ରଖନ୍ତୁ । କଳମ୍ବ ଶାଗର ଗୁଳାକୁ ବରା ଆକାରରେ କରି ପୋସ୍ତ ଉପରେ ଏପଟ ସେପଟ କରନ୍ତୁ । ଏବେ କଡ଼େଇରେ ତେଲ ଗରମ କରି ଏଗୁଡ଼ିକୁ ଛାଣି ଗରମ ଗରମ ପରଷନ୍ତୁ ।

Comments

comments