OdiaWeb- Odia Film, Music, Songs, Videos, SMS, Shayari, Tourism, News

କଦଳୀ ଭଣ୍ଡାର ଚାପଡା ଘାଣ୍ଟ

kadali bhanda copara ghanta

kadali bhanda copara ghanta

ସାମଗ୍ରୀ:
୧ ଟା କଦଳୀ ଭଣ୍ଡା
୬ଟା କଞ୍ଚାଲଙ୍କା
୩ସେ.ମି ଅଦା
୧ଚାମଚ କଳା ଜିରା
ଦରକାର ମୁତାବକ ଲୁଣ ଓ ହଳଦି
ପ୍ରସ୍ତୁତ:

ବୁଟଡାଲି ଭିଜାଇ ବାଟି ନିଅ |ତାୱାରେ ଚକୁଳିପିଠା ପରି କରି ଭାଜି ନେଇ ଓହ୍ଲାଇ ନିଅ |କଦଳି ଭଣ୍ଡା ୪/୫ ଘଣ୍ଟା ପାଣିରେ ଭେଦାଇ ରଖିବେ |ସେଥିରୁ ଛାଣିନେଇ ଲୁଣ ହଳଦୀ ଦେଇ ସିଝାଇ ନେଇ ଚିପୁଡି ରଖ |କଞ୍ଚାଲଙ୍କା ଓ ଅଦା ବାଟି ରଖ |ତେଲ ଗରମ କରି କଳାଜିରା ଦେଇ,ଭଣ୍ଡାସିଝା ଦେଇ ଭାଜ |ଡାଲି ବରାକୁ ଏଥିରେ ଝୁରୂଝୁରୂ କରି ପକାଅ |ଏକ କପ୍ ପାଣି ,ଚିନି ଓ ଅଦା ବଟା ଦେଇ ୨ ମିନିଟ୍ ଫୁଟାଇ ତରକାରି ଓହ୍ଲାଇ ଦିଅ |

Comments

comments