ସାମଗ୍ରୀ:
୨୫୦ଗ୍ରାମ୍ କଖାରୁ
୨କପ୍ ବସା ଦହି
୧ ଚାମଚ ଭଜା ଜିରା ଗୁଣ୍ଡ
୪ଟା କଞ୍ଚାଲଙ୍କା
ଟିକେ ଜିରା
ଟିକେ ସୋରିଷ
ଭୁରୁସୁଙ୍ଗା ପତ୍ର
୧ଟେବୁଲ୍ ଚାମଚ ତେଲ
ଦରକାର ମୁତାବକ ଲୁଣ ଓ ହଳଦୀ
ପ୍ରସ୍ତୁତ:
କଖାରୁ ଚୋପା ଛଡାଇ ଚୂନା ଚୂନା କାଟିବେ |ଅଧ କପ୍ ପାଣି ଓ ଲୁଣ ଦେଇ କଖାରୁ ସିଝାଇ ଦିଅନ୍ତେ |ସିଝିଗଲେ ଥଣ୍ଡା କରନ୍ତୁ |ଦହି ଫେଣ୍ଟି ନେଇ ସେଥିରେ ଏହି ସିଝା କଖାରୁ ,ଜିରା ଗୁଣ୍ଡ ଓ କଞ୍ଚାଲଙ୍କା କଟା ମିଶାଇ ଦିଅନ୍ତୁ |କଡାଇରେ ତେଲ ଦେଇ ଜିରା,ସୋଋଇଷ ଓ ଭୁରୁସୁଙ୍ଗା ପତ୍ର ଫୁଟାଇ ଦେଇ ରାଇତା ଉପରେ ଢାଳି ଦିଅନ୍ତୁ |