OdiaWeb- Odia Film, Music, Songs, Videos, SMS, Shayari, Tourism, News

ସୋୟାବିନ୍ କଟଲେଟ୍

Soyabin cutlet

Soyabin cutlet

ଉପାଦାନ:
ସୋୟାବିନ୍ ଡାଲି ୫୦ ଗ୍ରାମ୍ ,ସିଝା ଆଳୁ ୫ ଟା,କଞ୍ଚାଲଙ୍କା ୨ ଟା,ସୁଜି କିମ୍ବା ପାଉଁରୁଟି ଗୁଣ୍ଡ ୨ ବଡ ଚାମଚ ,ଧନିଆ ପତ୍ର କଟା ଅଧା କପ୍ ,ଆବଶ୍ୟକ ଅନୁସାରେ ଲୁଣ

ପ୍ରସ୍ତୁତି:

ସୋୟାବିନ୍ କୁ ଭଲରୂପେ ଧୋଇ ଘଣ୍ଟାଏ ବତୁରାଇ ଦିଅନ୍ତୁ ଓ ପାଣିରୁ ଛାଣି ଗ୍ରାଇଣ୍ଡରରେ ବାଟି ଦିଅନ୍ତୁ |ଆଳୁରୁ ଚୋପା ଛଡାଇ ଚକଟି ଦିଅନ୍ତୁ |ସେଥିରେ ଲୁଣ,ଧନିଆପତ୍ର,ଲଙ୍କା ପକାଇ ଗୋଳାଇ ଦିଅନ୍ତୁ |ଏବେ ଏହି ଆଳୁ ମିଶ୍ରଣକୁ ୭ ଟି ଗୋଳା କରି ଚିପି ଦିଅନ୍ତୁ |କଡେଇରେ ତେଲ ଗରମ କରନ୍ତୁ |ବର୍ତ୍ତମାନ ଏହି ଗଡା ଯାଇଥିବା କଟଲେଟ୍ କୁ ବଟା ଯାଇଥିବା ଡାଲିରେ ବୁଡାଇ ଉପରେ ସୁଜି କିମ୍ବା ପାଉଁରୁଟି ଗୁଣ୍ଡ ଲଗାଇ ଛାଣି ଦିଅନ୍ତୁ ଓ ଗରମ କଟଲେଟ୍ କୁ ଖଟାମିଠା ସହିତ ପରଷନ୍ତୁ |

Comments

comments