OdiaWeb- Odia Film, Music, Songs, Videos, SMS, Shayari, Tourism, News

ସୁଜି ହାଲୁଆ

Tasty Recipe Suji Halwa

Tasty Recipe Suji Halwa

ସାମଗ୍ରୀ:
(୧କପ୍‌ ସୁଜି, ୧ କପ୍‌, ଦୁଧ, ୧ କପ୍‌ ପାଣି ଅଧକପ୍‌ ଭଲ ଘିଅ, ୮୮୧୦
କିସ୍‌ମିସ୍‌, ୮।୧୦ କାଜୁବାଦାମ୍‌, ୪ଟା ଗୁଜୁରାତି ଗୁଣ୍ଡ, ଟିପେ ମିଠେଇ ରଙ୍ଗ ।)

ପ୍ରସ୍ତୁତି : କାଜୁବାଦାମ ଭାଜି ନେଇ ଖଣ୍ଡ ଖଣ୍ଡ କରି ରଖ । ସୁଜିକୁ କିସ୍‌ମିସ୍‌
ସାଙ୍ଗରେ ମିଶାଇ କଡାଇରେ ଗିଅ ଦେଇ ଭଲ ଭାବରେ ଭାଜି ନିଅ । ସେଥିରେ
ଦୁଧ ଓ ପାଣି ମିଶାର ଟିକେ ଘାଣ୍ଟି ନେଇ ଚିନି ଓ ମିଠେଇ ରଙ୍ଗ ପକାଇ ଭଲ
` ଭାବରେ ଗୋଳାଇ କମ୍‌ ନିଆଁରେ ଦୁଇ ତିନି ଥର ଘାଣ୍ଟି ନିଆଁରୁ ଓହ୍ଲାଇ ଢ଼ାଙ୍କୁଣୀ
ଦେଉ ଦିଅ । ୫ ମିନିଟ୍‌ ପରେ ସେଥ୍ରେ ଗୁଜୁରାଜି ଗୁଣ୍ଡ ଦେଇ ଗୋଳାଇ ଦିଅ । .
ଇଟିଲି ଛାଞ୍ଚରେ ଗୋଟିଏ ଗୋପ କିମ୍ବା ଛୋଟ ତାଟିଆରେ କିଛି କାଜୁ ଖଣ୍ଡ ଓ
୨।୩ଟା କିସ୍‌ମିସ୍‌ ରଖି କିଛି ହାଲୁଆ ତା ଉପରେ ଚାପ୍ନି ରଖି ନେର ଆସ୍ତେ ଆସ୍ତେ
ଓହ୍ଲାଇ ଦିଅ । ହାଲୁଆ ଗୁଡ଼ିକ ହଳଦିଆ ଇଟିଲି ଉପରେ କାଜୁ କିସ୍‌ମିସ୍‌ ଖଣ୍ଡ
ଥାଇ ଖୁବ୍‌ ସୁନ୍ଦର ଦେଖାଯିବ ।

Comments

comments