OdiaWeb- Odia Film, Music, Songs, Videos, SMS, Shayari, Tourism, News

ସୁଜି ଦୋସା

suji dosa

suji dosa

ସାମଗ୍ରୀ:
( ୧ କପ୍‌ ସୁଜି, ଗୋଟିଏ ପିଆଜ, ଟିକେ ଅଦା, ୪ଟା କଞ୍ଚାଲଙ୍କା,
ପରିମାଣ ମୁତାବକ ଲୁଣ ।)

ପ୍ରସ୍ତୁତି : ୧ କପ୍‌ ସୁଜିକୁ ୧ କପ୍‌ ପାଣି ଦେଇ ୧ ଘଣ୍ଟା ରଖିବେ । ଦୋସା
ମିଶ୍ରଣ ପରି ଏହା ଯେପରି ହୁଏ । ସେଥିରେ ଅଦା, କଞ୍ଚା ଲଙ୍କା ଓ ପିଆଜ ସରୁ ସରୁ
କାଟି ମିଶାଇ ନେଇ ପତଳା ଦୋସା କରିବେ । ଉପରେ ତେଲ ଦେଇ ମୁସୁମୁସୁ କରି
ନେବେ । ଗରମ ଗରମ ଦୋସା ଯେ କୌଣସି ଚଟଣି ସାଙ୍ଗରେ ଖାଇବାକୁ ଦେବେ ।

Comments

comments