OdiaWeb- Odia Film, Music, Songs, Videos, SMS, Shayari, Tourism, News

ସିମେଇ ପାୟସ

Simei Payasa

Simei Payasa

ସାମଗ୍ରୀ:
୧କିଲୋ ଦୁଧ
୧ଟେବୁଲ୍ ଚାମଚ ସରୁ ସିମେଇ
୧ଚାମଚ ଘିଅ
ଅଧ କପ୍‌ ଚିନି
୪ଟା ଗୁଜୁରାତି

ପ୍ରସ୍ତୁତି:
ଘିଅରେ ସିମେଇ ଭାଜି ରଖ |ଦୁଧକୁ ଆଉଟି ଆଉଟି ଦେଢପା ହେଲେ ସେଥିରେ ଭଜା ସିମେଇ ଓ ଚିନି ଦେଇ ୫ମିନିଟ୍ ଫୁଟିଲା ପରେ ଗୁଜୁରାତି ଗୁଣ୍ଡ ଦେଇ ଓହ୍ଲାଇ ଦିଅ |

Comments

comments