OdiaWeb- Odia Film, Music, Songs, Videos, SMS, Shayari, Tourism, News

ସାବଧାନ ! ହ୍ୱାଟ୍ସଆପ୍‌ର ବ୍ୟବହାର ଯୋଗୁଁ ଭୋଗି ପାରନ୍ତି ଜେଲ୍‌ ଦଣ୍ଡ

Whatsaap jail odianews
WhatsApp Odia News

ଆଜିର ବ୍ୟସ୍ତବହୁଳ ମାନବ ଜୀବନରେ ନିଜର ସାଙ୍ଗ ସାଥୀ, ପ୍ରିୟଜନଙ୍କ ସହ ବ୍ୟକ୍ତିଗତ ଭାବ ବିନିମୟ କରିବା ହେଉ ବା ଅନ୍ୟ କୌଣସି ପ୍ରଫେସନାଲ ବା ବ୍ୟବସାୟିକ ବାର୍ତ୍ତା ଦିଆନିଆ ହେଉ; ଯୁବବର୍ଗଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ଏ ସମସ୍ତ କ୍ଷେତ୍ରରେ ଫେସବୁକ, ହ୍ବାଟ୍ସଆପ, ଇନ୍ଷ୍ଟାଗ୍ରାମ ପରି ସୋସିଆଲ ମିଡିଆର ଭୂମିକା ଯଥେଷ୍ଟ ଗୁରୁତ୍ବପୂର୍ଣ | ସୋସିଆଲ ମିଡିଆକୁ ନିଜ ଜୀବନର ଏକ ପ୍ରକାର ମୁଖ୍ୟ ଅଙ୍ଗ ଭାବେ ମାନି ସାରିଲେଣି ଆଜିର ଇଣ୍ଟରନେଟ ବ୍ୟବହାରକାରୀ। ତେଣୁ ଲୋକମାନେ ନିଜ ଦୈନଦିନ ଜୀବନର ପ୍ରତିଟି ଘଟଣାକୁ ଏବେ ସୋସିଆଲ ମିଡିଆରେ ଅପଡେଟ୍‌ କରିବା ଓ ନିଜର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ତଥା ରୋଷେଇ ଓ କୌଣସି ନୂଆ କଥା ଶିଖିବା, ପାଠ ପଢିବା, ନିଜ ବ୍ୟବସାୟର ବିଜ୍ଞାପନ କରିବା ପରି ଅନେକ ଭଲ କାର୍ଯ୍ୟରେ ସୋସିଆଲ ମିଡିଆକୁ ବ୍ୟବହାର କରୁଥିବାର ଆପଣମାନେ ଜାଣନ୍ତି|ଏହା ସହ ଦେଶ ଦୁନିଆର ବିଭିନ୍ନ ପ୍ରକାର ସୂଚନା ଓ ଖବର ,ପ୍ରେରଣାଦାୟୀ ବାର୍ତ୍ତା ପରି ଅନେକ ଶିକ୍ଷଣୀୟ କଥା ସୋସିଆଲ ମିଡିଆରୁ ଆମେ ମଧ୍ୟ ଜାଣିବାକୁ ପାଉ |

ଅନ୍ୟ ପକ୍ଷରେ ଆଉ ଏକ କଥା ଦେଖିବାକୁ ମିଳେ ଯେ ଆଜିର ଯୁବପୀଢି ଅନୈତିକ କାର୍ଯ୍ୟରେ ମଧ୍ୟ ସୋସିଆଲ ମିଡିଆକୁ ବ୍ୟବହାର କରୁଛନ୍ତି | ଆମେ ଏଠାରେ ଆପଣଙ୍କୁ ମୁଖ୍ୟତଃ ହ୍ୱାଟ୍ସଆପ୍‌ ବ୍ୟବହାର ସମ୍ବନ୍ଧରେ କେତୋଟି ଗୁରୁତ୍ବପୂର୍ଣ କଥା ଜଣାଇ ଦେବାକୁ ଚାହୁଁ ଯାହା ଆପଣଙ୍କୁ ହ୍ବାଟସ୍ଆପର ଅପବ୍ୟବହାର ବିଷୟରେ ସତର୍କ କରିବା ସହ ଆପଣଙ୍କୁ ଜଣେ ଆଦର୍ଶ ସୋସିଆଲ ମିଡିଆ ବ୍ୟବହାରକାରୀ କରି ପାରିବ।ଅନେକ ଲୋକେ ହୁଏତ ଏହା ଜାଣି ନଥିବେ କି ହ୍ୱାଟ୍ସଆପ୍‌ରେ ଆପଣ କାହା ସହିତ ଟାର୍ଚ କରୁଛନ୍ତି, କେତେବେଳେ ଟାର୍ଚ କରୁଛନ୍ତି ଓ କ’ଣ ଟାର୍ଚ କରୁଛନ୍ତି ତାହାର ଏକ ରେକର୍ଡ ରଖୁଛି ରଖୁଛି କମ୍ପାନୀ ।

କେବଳ ସେତିକି ନୁହେଁ ଆପଣଙ୍କ ନାମ, ଆଇପି ଆଡ୍ରେସ, ମୋବାଇଲ ନମ୍ବର, ଲୋକେଶନ, ମୋବାଇଲ ନେଟ୍‌ୱାର୍କ ଓ ହ୍ୟାଣ୍ଡସେଟ୍‌ ଟାଇପର ରେକର୍ଡ ମଧ୍ୟ ରଖୁଛି କମ୍ପାନୀ । ତେବେ ଇନ୍ଫର୍ମେସନ ଟେକ୍ନୋଲୋଜି ଆକ୍ଟ-2000 ଅନୁଯାୟୀ ଯଦି କୌଣସି ବ୍ୟକ୍ତି ଏହି ନିୟମର ଉଲଂଘନ କରି ହ୍ୱାଟ୍ସଆପ୍‌ରେ କିଛି ଅନୈତିକ କାର୍ଯ୍ୟକଳାପ କରନ୍ତି ତେବେ ସେ ପୋଲିସ ଦଣ୍ଡାଦେଶର ଶିକାର ହେବ । ତେବେ ଆସନ୍ତୁ ସଂକ୍ଷେପରେ ଜାଣିବା କ’ଣ ସବୁ ନିୟମ ରହିଛି ହ୍ବାଟସ୍ଆପର ବ୍ୟବହାରକୁ ନେଇ |  

ଏହା ସହ ଦେଶ ଦୁନିଆର ବିଭିନ୍ନ ପ୍ରକାର ସୂଚନା ଓ ଖବର ,ପ୍ରେରଣାଦାୟୀ ବାର୍ତ୍ତା ପରି ଅନେକ ଶିକ୍ଷଣୀୟ କଥା ସୋସିଆଲ ମିଡିଆରୁ ଆମେ ମଧ୍ୟ ଜାଣିବାକୁ ପାଉ | ଅନ୍ୟ ପକ୍ଷରେ ଆଉ ଏକ କଥା ଦେଖିବାକୁ ମିଳେ ଯେ ଆଜିର ଯୁବପୀଢି ଅନୈତିକ କାର୍ଯ୍ୟରେ ମଧ୍ୟ ସୋସିଆଲ ମିଡିଆକୁ ବ୍ୟବହାର କରୁଛନ୍ତି | ଆମେ ଏଠାରେ ଆପଣଙ୍କୁ ମୁଖ୍ୟତଃ ହ୍ୱାଟ୍ସଆପ୍‌ ବ୍ୟବହାର ସମ୍ବନ୍ଧରେ କେତୋଟି ଗୁରୁତ୍ବପୂର୍ଣ କଥା ଜଣାଇ ଦେବାକୁ ଚାହୁଁ ଯାହା ଆପଣଙ୍କୁ ହ୍ବାଟସ୍ଆପର ଅପବ୍ୟବହାର ବିଷୟରେ ସତର୍କ କରିବା ସହ ଆପଣଙ୍କୁ ଜଣେ ଆଦର୍ଶ ସୋସିଆଲ ମିଡିଆ ବ୍ୟବହାରକାରୀ କରି ପାରିବ।ଅନେକ ଲୋକେ ହୁଏତ ଏହା ଜାଣି ନଥିବେ କି ହ୍ୱାଟ୍ସଆପ୍‌ରେ ଆପଣ କାହା ସହିତ ଟାର୍ଚ କରୁଛନ୍ତି, କେତେବେଳେ ଟାର୍ଚ କରୁଛନ୍ତି ଓ କ’ଣ ଟାର୍ଚ କରୁଛନ୍ତି ତାହାର ଏକ ରେକର୍ଡ ରଖୁଛି ରଖୁଛି କମ୍ପାନୀ । କେବଳ ସେତିକି ନୁହେଁ ଆପଣଙ୍କ ନାମ, ଆଇପି ଆଡ୍ରେସ, ମୋବାଇଲ ନମ୍ବର, ଲୋକେଶନ, ମୋବାଇଲ ନେଟ୍‌ୱାର୍କ ଓ ହ୍ୟାଣ୍ଡସେଟ୍‌ ଟାଇପର ରେକର୍ଡ ମଧ୍ୟ ରଖୁଛି କମ୍ପାନୀ । ତେବେ ଇନ୍ଫର୍ମେସନ ଟେକ୍ନୋଲୋଜି ଆକ୍ଟ-2000 ଅନୁଯାୟୀ ଯଦି କୌଣସି ବ୍ୟକ୍ତି ଏହି ନିୟମର ଉଲଂଘନ କରି ହ୍ୱାଟ୍ସଆପ୍‌ରେ କିଛି ଅନୈତିକ କାର୍ଯ୍ୟକଳାପ କରନ୍ତି ତେବେ ସେ ପୋଲିସ ଦଣ୍ଡାଦେଶର ଶିକାର ହେବ । ତେବେ ଆସନ୍ତୁ ସଂକ୍ଷେପରେ ଜାଣିବା କ’ଣ ସବୁ ନିୟମ ରହିଛି ହ୍ବାଟସ୍ଆପର ବ୍ୟବହାରକୁ ନେଇ |  

Comments

comments