OdiaWeb- Odia Film, Music, Songs, Videos, SMS, Shayari, Tourism, News

ସାଧା ଅରୁଆ ଚାଉଳ ଭାତ

plain rice

ସାମଗ୍ରୀ:

୫୦୦ ଗ୍ରାମ ଅରୁଆ ଚାଉଳ
ଚାଉଳର ଦୁଇଗୁଣ ପାଣି

ପ୍ରସ୍ତୁତ:
ଅରୁଆ ଚାଉଳର ଭାତ ରାନ୍ଧିବାକୁ ହେଲେ,କିଛି ସମୟ ପୂର୍ବରୁ ଚାଉଳକୁ ଧୋଇ ଛାଣି ରଖିଥିବ |ପାଣି ଗରମ ହୋଇ ଫୁଟିଲେ ସେହି ଛଣା ଚାଉଳକୁ ହାଣ୍ଡିରେ ପକାଇବେ |ଭାତଅଧା ଠାରୁ ଅଧିକ ହୋଇଗଲେ ଭାତରୁ ପେଜ ଗାଳି ଦେଇ ଢାଙ୍କୁଣୀ ବନ୍ଦ କରିଦେବେ |ପୁଣି କିଛି ସମୟ ପରେ ହାଣ୍ଡି ଏପଟ ସେପଟ କରି ଟିକେ ହଲାଇ ଦେବେ ୤ଅରୁଆ ଭାତ ଜଗିକରି ରୋଷେଇ କଲେ ଭାତ ଗୋଟା ଗୋଟା ହୋଇଥାଏ |
କିନ୍ତୁ ହାଣ୍ଡିର ଢାଙ୍କୁଣି ସମ୍ପୁର୍ଣ୍ଣ ନ ଘୋଡାଇ ଅଳ୍ପ ଫାଙ୍କା କରି ଘୋଡାଇବେ |ଏହିପରି ପ୍ରଣାଳୀରେ ଅରୁଆଭାତ ରୋଷେଇ କଲେ ଭାତ ଗୋଟା ଗୋଟା ହୋଇଥାଏ |

Comments

comments