OdiaWeb- Odia Film, Music, Songs, Videos, SMS, Shayari, Tourism, News

ସାଦା ପଲାଉ

Sada palau

Sada palau

ପ୍ରସ୍ତୁତି:

ବାସୁମତୀ ଚାଉଳ ୨ କପ୍
କ୍ଷୀର ଦୁଇ କପ୍
କ୍ରିମ୍ ଅଧା କପ୍
ଚିନି ୧ ଚାମଚ
ଲୁଣ ସ୍ବାଦ ଅନୁସାରେ
ଜିରା ଅଧା ଚାମଚ
ଲବଙ୍ଗ ୩ଟା
ଡାଲଚିନି ଖଣ୍ଡେ
ଗୁଜୁରାତି ୩ଟା
ତେଜପତ୍ର ୧ ଟା
ଘିଅ ୨ଚାମଚ
ମିକ୍ସଡ୍ ଫ୍ରୁଟ୍ ୨ ଚାମଚ
ଗୋଲାପ ଜଳ ୧ ଚାମୁଚ

ଉପାଦାନ : ବାସୁମତୀ ଚାଉଳ ୨ କପ୍‌, କ୍ଷୀର ଦୁଇ କପ୍‌, କ୍ରିମ୍‌ ଅଧା ଚିନି ୧ ଚାମଚ, ଲୁଣ ସ୍ଵାଦ ଅନୁସାରେ, ଜିରା ଅଧା ଚାମଚ, ଲବଙ୍ଗ ଡାଲଚିନି ଖଣ୍ଡେ, ଗୁଜୁରାତି ୩ଟା, ତେଜପତ୍ର ୧ଟା›, ଘିଅ ୨ ଚାମଚ, ମିକ୍ଡ
୨ ଚାମୁଚ, ଗୋଲାପ ଜଳ- ୧ ଚାମୁଚ !

ପ୍ରସ୍ତୁତି: ଚାଉଳକୁ ଧୋଇ ୧୫ -୨୦ ମିନିଟ୍‌ ବତୁରାଇ ଦିଅନ୍ତୁ । କ୍ଷୀର, କ୍ରିମ ଚିନି ଓ ଲୁଣକୁ ମିଶାଇ ଦିଅନ୍ତୁ । ଘିଅ ଗରମ କରନ୍ତୁ । ସେଥିରେ ଜିରା, ଗୁଜୁରାତି, ତେଜପତ୍ର, ଲବଙ୍ଗ, ଡାଲଚିନି ପକାନ୍ତି | ନିଗିଡ଼ା ଚାଉଳ ପକାଇ ଦୂଇ ମିନିଟ୍‌ ଭାଜନ୍ତୁ । କ୍ଷୀର ଓ କ୍ରିମ୍‌ ମିଶ୍ରଣ ପକାନ୍ତୁ । ଫୁଟିଗଲେ ଅଧା କପ୍‌ ପାଣି ଦେଇ ଘୋଡ଼ାଇ ଦିଅନ୍ତୁ। ଭାତ ସିଝି ଅଲଗା ଅଲଗା ହେଉଥୁବା ଦରକାର । ପଲାଉ ହୋଇ ଆସିବା ବେଳକୁ ମିକ୍ସଡ଼ ଫ୍ରୁଟ୍‌ ପକାନ୍ତୁ। ଉପରେ ଗୋଲାପ ଜଳ ଛିଞ୍ଚି ତଳକୁ ଓହ୍ଲାଇ ଦିଅନ୍ତୁ।

Comments

comments