OdiaWeb- Odia Film, Music, Songs, Videos, SMS, Shayari, Tourism, News

ମେଙ୍ଗୋ କୁଲଫି

Mango Kulfi

Mango Kulfi

ସାମଗ୍ରୀ:
କ୍ଷୀର ଦେଢଲିଟର,ଚିନି ୩ କପ୍,ପାଚିଲା ଆମ୍ବରସ ୧ କପ୍,ତାଜା କ୍ରିମ୍ ୧ \୪ କପ୍

ପ୍ରସ୍ତୁତି:
କ୍ଷୀରକୁ ଚୁଲିରେ ବସାଇ ଫୁଟାନ୍ତୁ |ଏହା ଫୁଟି ଅଧା ହୋଇଗଲେ ସେଥିରେ ଚିନି ପକାଇ ଆଉ ୧୦ ମିନିଟ୍ ବସାନ୍ତୁ |ଏବେ ଏହା ଚୁଲିରୁ ଓହ୍ଲାଇ ଥଣ୍ଡା କରନ୍ତୁ |ଥଣ୍ଡା ହୋଇଗଲେ କ୍ଷୀରରେ ଆମ୍ବ ଭଳି ମଣ୍ଡ ଓ ତାଜା କ୍ରିମ୍ ମିଶାଇ ଗୋଳାଇ ଦିଅନ୍ତୁ ଏବଂ କୁଲଫି ଢାଞ୍ଚାରେ ଭର୍ତ୍ତି କରି ଥଣ୍ଡା କରନ୍ତୁ |କୁଲ୍ଫି ଜମିଗଲା ପରେ କଢି ସର୍ଭ କରନ୍ତୁ |

Comments

comments