OdiaWeb- Odia Film, Music, Songs, Videos, SMS, Shayari, Tourism, News

ମିକ୍ଶଚର

Odia Tasty Recipe Mixture

Odia Tasty Recipe Mixture

ସାମଗ୍ରୀ:
(୧କପ୍‌ ବୁଟଡ଼ାଲି, ୧ କପ୍‌ ବେସନ, ମୁଠାଏ ଗୋଟା ମଟର, ୧ କପ୍‌ ଚୁଡ଼ା,
ମୁଠାଏ ବାଦାମ, ବିଟଲୁଣ,ଅଧ ଚା ଚାମଚ ଗୋଲ ମରିଚ, ଗୋଟିଏ ଲାଲ ଲଙ୍କା, ଅଧ
ଗ ଚମଚ ପାନମହୁରି, ଅଧ ଚା ଚାମଚ ଆମତୁର, ଛାଣିବା ପାଇଁ ତେଲ!)

ପ୍ରସ୍ତୁତି:
ବୁଟ ଡାଲିକୁ ଭିଜାଇ ଡାଲବୁଟ ପରି ଛାଣିବେ । ମଟର ଭିଜାଇ ଗୋଟା ବୁଟ
ପରି ଛାଣିବେ । ତେଲ ଗରମ ଥ୍‌ବା ସମୟରେ ଚୁଡ଼ାକୁ ଛାଣିବେ । ବାଦାମ ଛାଣିବେ
ବେସନ ଗୋଳାଇ ନେଇ ସେଓ ଛାଣିବେ । ଉପର ଲିଖିତ ମସଳାକୁ କଡାଇରେ ଭାଜି
ଗୁଣ୍ଡ କରିବେ । ସବୁ ଛଣା ଜିନିଷକୁ ଭଜା ମସଳା, ଲୁଣ, ଵିଟ ଲୁଣ ଓ ଆମଚୁର
ସାଙ୍ଗରେ ଭଲ ଭାବରେ ମିଶାଇ ଟିଣରେ ରଖିବେ ।

Comments

comments