OdiaWeb- Odia Film, Music, Songs, Videos, SMS, Shayari, Tourism, News

ମାଡ୍ରାସୀ ଗୋଟା ବାଇଗଣ

madrasee gota baigana

ସାମଗ୍ରୀ:

୬ଟା ଛୋଟ ବାଇଗଣ
ଅଧକପ୍ ନଡିଆ କୋରା
୬ଟା ଲାଲଲଙ୍କା
୧ ଚାମଚ ମେଥି
ଟିପେ ହେଙ୍ଗୁ
୨ଟେବୁଲ ଚାମଚ ତେଲ
ଭୁରୁସୁଙ୍ଗା ପତ୍ର
ଦରକାର ମୁତାବକ ଲୁଣ ଓ ହଳଦୀ

ପ୍ରସ୍ତୁତ:
ନଡିଆ କୋର,ଲାଲଲଙ୍କା ,ଧନିଆ,ବିରିଡାଲି,ସୋଲାଡଲି କଡାଇରେ ଭାଜି ନେଇ ଶିଳରେ ଚୁରି ନିଅ |ବାଇଗଣର ଡେମ୍ଫ ପାଖ ରଖି ତଳପଟରୁ ଚାରିଫାଳ କରି ରଖ |ମସଲାରେ ଲୁଣ ଗୋଳାଇ ବାଇଗଣ ଭିତରେ ପୁରାଓ |କଡାଇରେ ତେଲ ଗରମ କରି ବାଇଗଣ ଗୁଡିକ ସେଥିରେ ଦେଇ ଢାଙ୍କୁଣୀ ଦେଇ ଦିଅ |ମଝିରେ ମଝିରେ ଆସ୍ତେ ଆସ୍ତେ ଗୋଳାଇ ଦେଉଥିବ |ବାଇଗଣ ସିଝିଗଲେ ଓହ୍ଲାଇ ରଖିବ |

Comments

comments