OdiaWeb- Odia Film, Music, Songs, Videos, SMS, Shayari, Tourism, News

ମାଂସ ମଲାଇକରୀ

chicken malai karee

chicken malai karee

ସାମଗ୍ରୀ:
୫୦୦ଗ୍ରାମ୍ ମାଂସ
୧ଟା ରସୁଣ
୧ଚାମଚ ଗୋଲମରିଚ ଗୁଣ୍ଡ
୨ଟା ଟେବୁଲ୍ ଚାମଚ ଭିନେଗାର୍
୨ଟା ପିଆଜ
୨ଟେବୁଲ୍ ଚାମଚ ଘିଅ
୪ଟେବୁଲ୍ ଚାମଚ ତେଲ
ଫାଳେ ନଡିଆ
ଦରକାର ମୁତାବକ ଲୁଣ୍ ଅଓ ହଳଦୀ

ପ୍ରସ୍ତୁତ:

କଡାଇରେ ତେଲ ଦେଇ ରସୁଣ ଛେଚି ଭାଜ |ରସୁଣ ଲାଲ୍ ହେଲେ ମାଂସ,ଗୋଲମରିଚଗୁଣ୍ଡ,ଭେନିଗାର,ଲୁଣ,ହଳଦୀଦେଇ କମ୍ ନିଆଁରେ ସିଝାଇ ମାଂସ ସିଝିଗଲେ ଏହାକୁ ଭାଜି ଭାଜି ଓହ୍ଲାଇ ରଖ |ନଡିଆ କୋରି କୋରି ଦେଇ ଦୁଇକପ୍ ଗରମ ପାଣି ଦେଇ ସେଥିରେ ଚକଟି ଗାଢ ରସ ବାହର କର |ପିଆଜ ଛୋଟ ଛୋଟ କାଟ ପିଆଜ ଲାଲ୍ ହେଲେ ସେଥିରେ ସିଝା ମାଂସ ,ନଡିଆ,ଦୁଧ ଦେଇ ଫୁଟାଅ |ଝୋଳ ଅଳ୍ପ ଥିବ ତରକାରୀ ଓହ୍ଲାଇ ଦେବେ |

Comments

comments