OdiaWeb- Odia Film, Music, Songs, Videos, SMS, Shayari, Tourism, News

ମସଲା ମିଲ୍‌ମିକର

Masala Milmeaker

Masala Milmeaker

ଉପାଦାନ: ମିଲ୍‌ମିକର୍ ବଡି ୧ କପ୍,ସିମଲା ଲଙ୍କା ୩ଟା,ପିଆଜ୨ ଟା,ଟମାଟୋ ୨ଟା,ଅଦା ରସୁଣ ବଟା ୧ ଚାମଚ ,ହଳଦି ଗୁଣ୍ଡ ଅଧା ଚାମଚ ,ଛୋଟଚାମଚ ପାଓଭାଜି ,ମସଲାଗୁଣ୍ଡ ,୧ ଛୋଟ ଚାମଚ ଲେମ୍ବୁରସ,ସ୍ବାଦ ଅନୁସାରେ ଲୁଣ,ରିଫାଇନ୍ ତେଲ ୧ ବଡ ଚାମଚ |

ପ୍ରସ୍ତୁତି:
ମିଲ୍‌ମିକର ବଡିକୁ ୫ମିନିଟ୍ ସିଝାନ୍ତୁ |ପ୍ୟାନ୍ ରେ ତେଲ ଗରମ କରନ୍ତୁ |ପିଆଜକୁ କାଟି ଲାଲ୍ କରି ଭାଜନ୍ତୁ |ଅଦା ରସୁଣବଟା,ହଳଦି ଲଙ୍କାଗୁଣ୍ଡ ପକାଇ କଷନ୍ତୁ ଓ ଟମାଟୋ,ସିମ୍‌ଲା ଲଙ୍କା କଟା ପକାଇ ଭାଜନ୍ତୁ |ମସଲରୁ ତେଲ ଛାଡି ଆସିଲେ ସେଥିରେ ପାଓଭାଜି ମସଲା,ଲୁଣ ଓ ବଡିକୁ ପକାଇ କଷନ୍ତୁ |୨\୩ ଚାମଚ ପାଣି ପକାଇ ୫ ମିନିଟ୍ ପରେ ଚୂଲିରୁ ଓହ୍ଲାଇ ଦିଅନ୍ତୁ |ଲେମ୍ବୁରସ ପକାଇ ଗରମ ଗରମ ଖାଆନ୍ତୁ |

Comments

comments