OdiaWeb- Odia Film, Music, Songs, Videos, SMS, Shayari, Tourism, News

ମଟର ଛେନା ମସଲା

matara chena masala

matara chena masala

ସାମଗ୍ରୀ:
୫୦୦ଗ୍ରାମ୍ ମଟର
୧ କପ୍ ଛେନା
୪ଟା କଞ୍ଚାଲଙ୍କା
ଦେଢ ସେ.ମି ଅଦା
୧ଟା ପିଆଜ
୧ ଚାମଚ ଗରମ ମସଲା
୧ଟେବୁଲ୍ ଚାମଚ ତେଲ
ଦରକାର ମୁତାବକ ଲୁଣ ଓ ହଳଦୀ

ପ୍ରସ୍ତୁତ:
ପିଆଜ ,ଅଦା ଓ କଞ୍ଚାଲଙ୍କା ଚୂନା ଚୂନା କାଟ |କଡାଇରେ ତେଲ ଦେଇ ପିଆଜ ; ଅଦା କଟା ପ୍ରଭୃତି ପକାଅ |ସେଥିରେ ମଟର ମଞ୍ଜି, ଛେନା,ଲୁଣ ଓ ହଳଦୀଦେଇ ମିଶାମିଶି କରି ଢାଙ୍କୁଣୀ ଦିଅ ଓ କମ୍ ନିଆଁରେ ରଖ |ମଟର ସିଝିଗଲେ ଗରମ ମସଲା ପକାଇ ଭଲଭାବରେ ଗୋଳା ଗୋଳି କରି ତରକାରି ଓହ୍ଲାଇ ଦିଅ |

Comments

comments