OdiaWeb- Odia Film, Music, Songs, Videos, SMS, Shayari, Tourism, News

ଭେଣ୍ଡି ଦମ୍

Dam Bhendi

Dam Bhendi

ସାମଗ୍ରୀ:

ଅଧ କିଲୋ ଭେଣ୍ଡି
୧ ଟା ପିଆଜ
୪ ପାଖୁଡା ରସୁଣ
୧ ଖଣ୍ଡ ଅଦା
୧ ଚାମଚଜିରା
୧ ଟମଟୋ
ଅଧ କପ୍ ତେଲ
ଦରକାର ମୁତାବକ ଲୁଣ ଓ ହଳଦୀ

ପ୍ରସ୍ତୁତ:

ଭେଣ୍ଡି ୩ ସେ.ମି ସାଇଜର କାଟିବେ |ପିଆଜ,ଅଦା ରସୁଣ ଓ ଜିରା ଚିକକଣ କରି ବାଟି ନେବେ |ଟମାଟୋ ଛୋଟ ଛୋଟ କରି କାଟି ରଖିବେ | କଡାଇରେ ତେଲ ଗରମ କରି ଭେଣ୍ଡି ଦେଇ ଅଳ୍ପ ଭାଜିଲା ପରେ ମସଲା ବଟା ଓ ଟମାଟୋ ଦେଇ ଭାଜନ୍ତି ୤ କିଛି ସମୟ ପରେ ମସଲା ଭଜାର ବାସନା ଆସିଲେ ଅଳ୍ପ ପାଣି ଦେବେ |ଭେଣ୍ଡି ସିଝିଜିବ ଓ ଅଳ୍ପ ଝୋଳ ରଖି ତରକାରି ଓହ୍ଲାଇ ଦେବେ |

Comments

comments