OdiaWeb- Odia Film, Music, Songs, Videos, SMS, Shayari, Tourism, News

ବାଇଗଣ ରସା

Baingan Rasa

ସାମଗ୍ରୀ:
୨ ଟା ବଡ ବାଇଗଣ
୧କପ୍ ନଡିଆ
୨ଟେବୁଲ ଚାମଚ ପୋସ୍ତକ
୬ଟା କଞ୍ଚାଲଙ୍କା
୧ଚାମଚ ଜିରା
ଫୁଟେ ତେନ୍ତୁଳି
ଭୁରୁସଙ୍ଗା ପତ୍ର
ଦରକାର ମୁତାବକ ଲୁଣ ଓ ହଳଦୀ
ପ୍ରସ୍ତୁତ:
ନଡିଆ,ପୋସ୍ତକ,କଞ୍ଚାଲଙ୍କା ଓ ଜିରା ଚିକ୍କଣ କରି ବାଟ |କଡାଇରେ ୩ କପ୍ ପାଣି ,ଲୁଣ ଓ ନଡିଆ ମସଲା ପକାଇ ଫୁଟାଅ |ମସଲା ପାଣି ଫୁଟିଲେ ସେଥିରେ ବାଇଗଣ ବଡ ବଡ ଖଣ୍ଡ କର କାଟି ପକାଅ |ସାଙ୍ଗେ ସାଙ୍ଗେ ଢାଙ୍କୁଣୀ ଦେଇଦିଅ |ବାଇଗଣ ସିଝିଗଲେ ସେଥିରେ ତେନ୍ତୁଳି ରସ ଓ ଭୁରୁସୁଙ୍ଗା ପତ୍ର ଦେଇ ଟିକେ ଫୁଟାଇ ତରକାରି ଓହ୍ଲାଇ ଦିଅ |

Comments

comments