OdiaWeb- Odia Film, Music, Songs, Videos, SMS, Shayari, Tourism, News

ବାଇଗଣ ମସଲା

Baigana Masala

Baigana Masala

ଉପାଦାନ: ୫୦୦ ଗ୍ରାମ୍ ବାଇଗଣ
୧୦୦ ଗ୍ରାମ୍ ପିଆଜ ବଟା
୧ ଚାମଚ ଲୁଣ
୧ ଚାମଚ ହଳଦୀ ଗୁଣ୍ଡ
୧ ଚାମଚ ଲଙ୍କା ଗୁଣ୍ଡ
୧ ଚାମଚ ଜିରା
୫୦୦ ଗ୍ରାମ୍ ତେନ୍ତୁଳି
୩୦୦ ମିଲି ପାଣି

ପ୍ରସ୍ତୁତି:
ବଇଗଣକୁ ଲମ୍ବ ଆକାରରେ ୪ ଫାଳ କରି ମୁଣ୍ଡି ନ କାଢି କାଟନ୍ତୁ |ପିଆଜ ବଟା,ଲୁଣ,ହଳଦୀ ଗୁଣ୍ଡ,ଲଙ୍କା ଓ ଅଦା ବଟା ଭଲ ଭାବରେ ଗୋଳାଇ ରଖନ୍ତୁ |ପ୍ୟାନରେ ତେଲ ଗରମ କରି ଜିରା ପକାନ୍ତୁ ଓ ବାଇଗଣ ପକାଇ ଭାଜନ୍ତୁ |ବାଇଗଣ ମୁସୁମୁସିଆ ହୋଇଜିବା ପରେ ସେଥିରେ ପିଆଜ ବଟା ଓ ଅନ୍ୟାନ୍ୟ ମସଲା ମିଶ୍ରଣ ପକାଇ କଷନ୍ତୁ |ତାପରେ ତେନ୍ତୁଳି ମଣ୍ଡ ପ୍ରସ୍ତୁତ କରି ସେଥିରେ ଦେବାପରେ ପାଣି ଦିଅନ୍ତୁ ଓ କମ୍ ଆଞ୍ଚରେ ଏହାକୁ ୨୦ମିନିଟ୍ ବସାଓ ହଳଦିଆ ହେବା ପରେ ଓହ୍ଲାନ୍ତୁ |

Comments

comments