ସାମଗ୍ରୀ:
(୧ କିଲୋ ଅରୁଆ ଚାଇଳ, ୨ କପ୍ ଗୁଢ଼, ଗୋଟିଏ ନଡ଼ିଆ, ୪ଟା
ତେଜପତ୍ର, ଅଧକପ୍ ଘିଅ, ୧ ଚାମଚ ପାନ ମହୁରି, ୪ ଟା ଅଳେଇଚ ପରିମାଣ
ମୁତାବକ ଲୁଣ ।)
ପ୍ରସ୍ତୁତି : ନଡ଼ିଆ ଫାଳେ କୋରି ନିଅ । ଆଉ ଫାଳେ ଛୋଟ ଛୋଟ ଗୁଣ୍ଡ କରିନିଅ । ଚାଉଳ ବାଟିନିଅ ବା ଗୁଣ୍ଡ ଜରି ନିଅ । ଗୁଣ୍ଡରେ ଦୁଇ କପ୍ ପାଣି ଦେଇ ଫୁଟାଅ । ଏଥ୍ରେ ଲୁଣ, ତେଳଜପତ୍ର, ମହୁରି ଓ ଅଳେଇଚ ପକାଅ ।ଗୁଡ଼ ମିଶାଯାଇ ପାଣି ପୂଟିଲେ ସେ ଥରେ ଚାଉଳ ଚୂନା କିମ୍ବା ବଟା ଚାଉଳ ପକାଇ ଜନ୍ତି ନିଅ । ସେଥିରେ ନଡ଼ିଆ ଖଣ୍ଡ ଓ ନଡ଼ିଆ ଜୋରା ଦେବ । ଅଧେ ଘିଅ ଦେଇ
ମିଶାର ଦେଲା ପରେ ଜତ୍ତା ଆଣକୁ ଥଣ୍ଡା କରି ଘିଅ ହାତରେ ଭଲ ଭାବରେ ଦଳି ରଖିବ । ଓଭନ ବ୍ୟବହାର କଲେ, ତା’ର ପାତ୍ରେ କଦଳୀ ପତ ରଖି ସେଥିରେ ଘିଅ ମାରି ଏହି ଜନ୍ତା ଆଣକୁ ସେଥିରେ ଚାପି ଚାପି ରଖି କଦଳୀ ପତ୍ର ଘୋଡାଇ ଦେବେ |ଏହାକୁ ବେକ୍ କରିବେ |ପୋଡପିଠା ଓଭନରେ ନ କଲେ ,କଡାଇରେ କାଠ ନିଆଁରେ କମ୍ ଆଞ୍ଚରେ ହୋଇ ପାରିବ |ଗୋଟିଏ ଡେକ୍ଚିରେ ଅଧା ଡେକ୍ଚି ରୁ କିଛି କମ୍ ଢାଳି ରଖିବେ |ସେ ଡେକଚିକୁ ଗରମ କରିବେ |ସେଥିରେ ପୋଡପିଠା ପାତ୍ରଟିକୁ ରଖି ଢାଙ୍କୁଣୀ ଦେଇଦେବେ |କଦଳୀ ପତ୍ର ଦେଲେ କଦଳୀ ପତ୍ରର ବାସ୍ନାଟା ପୋଡ ପରେ ଆସିଲେ ଭଲ ଲାଗିବ |